ଅମ୍ପନର ପ୍ରକୋପ ପଶ୍ଚିମବଙ୍ଗରେ ନେଲା ୧୨ ମୁଣ୍ଡ

ଅମ୍ପନର ପ୍ରକୋପ ପଶ୍ଚିମବଙ୍ଗରେ ନେଲା ୧୨ ମୁଣ୍ଡ

#ଅମ୍ପନର_ପ୍ରକୋପ_ପଶ୍ଚିମବଙ୍ଗରେ_ନେଲା_୧୨_ମୁଣ୍ଡ        କୋଲକାତା : ଓଡ଼ିଶା ଉପକୂଳ ଦେଇ ପଶ୍ଚିମବଙ୍ଗର ସୁନ୍ଦରବନରେ  ଭୂଇଁ ଛୁଇଁଛି ସାମୁଦ୍ରିକ ଝଡ଼ ‘ଅମ୍ପନ’ । ସୁନ୍ଦରବନରେ ଲ୍ୟାଣ୍ଡଫଲ ପୂର୍ବରୁ ବ୍ୟାପକ ତାଣ୍ଡବ ରଚନା କରିଛି ଅମ୍ପନ । ବାଟରେ ଯାହା ପାଇଛି ତାକୁ ମୋଡ଼ି ଦଳି ଗର୍ଭସ୍ଥ କରିଛି ଏହି ସାମୁଦ୍ରିକ ଝଡ଼ । ଓଡ଼ିଶାର ଭଦ୍ରକ ଓ ବାଲେଶ୍ବର ଜିଲ୍ଲାରେ ପ୍ରଳୟ ସୃଷ୍ଟି କରିବା ପରେ ୧୨୦ରୁ ୧୩୦ କିଲୋମିଟର ବେଗରେ କୋଲକାତା ଅତିକ୍ରମ କରି  ୪.୩୦ରେ ବାଙ୍ଗଲାଦେଶର ହାତିୟା ନିକଟରେ […]

Continue Reading