ଅମିତାଭ ଠାକୁର ଗୃହ ବିଭାଗ ସ୍ବତନ୍ତ୍ର ସଚିବ

ଅମିତାଭ ଠାକୁର ଗୃହ ବିଭାଗ ସ୍ବତନ୍ତ୍ର ସଚିବ

#ଅମିତାଭ_ଠାକୁର_ଗୃହ_ବିଭାଗ_ସ୍ବତନ୍ତ୍ର_ସଚିବ               ଭୁବନେଶ୍ବର  :       ଓଡ଼ିଶା ଫେରିବା ନିମନ୍ତେ ପ୍ରବାସୀ ପଞ୍ଜିକରଣ ପ୍ରକୋଷ୍ଠକୁ ନିୟନ୍ତ୍ରଣ କରୁଥିବା କୋବିଦ-୧୯ ନିୟନ୍ତ୍ରଣ କକ୍ଷକୁ ବନ୍ଦ କରିଛନ୍ତି ସରକାର । ଏହି ନିୟନ୍ତ୍ରଣ କକ୍ଷ ଦାୟିତ୍ବରେ ଥିବା ବରିଷ୍ଠ ଆଇପିଏସ୍ ଅଧିକାରୀ ତଥା ଆଇଜି (ଅପରେସନ) ଅମିତାଭ ଠାକୁରଙ୍କୁ ଗୃହ ବିଭାଗ ସ୍ବତନ୍ତ୍ର ସଚିବ ରୂପେ ନିଯୁକ୍ତି ଦିଆଯାଇଛି ।ଗୃହ ବିିଭାଗ ପକ୍ଷରୁ ଏ ସମ୍ପର୍କରେ ଗତକାଲି ନିର୍ଦେଶନାମା ଜାରି ହୋଇଛି । ଶ୍ରୀ ଠାକୁର ନିଜ ଦାୟିତ୍ବ (ଆଇଜି/ଅପରେସନ) ସହ […]

Continue Reading