#ଅମରେଶ୍ୱରଙ୍କ_ଶୀତଳ_ଷଷ୍ଠୀ_ଓ_ଶିବ_ବିବାହ_ଉତ୍ସବ_ସଂପନ୍ନ    

ସାମାଜିକ କଟକଣାରେ ଅମରେଶ୍ୱରଙ୍କ ଶୀତଳ ଷଷ୍ଠୀ ଓ ଶିବ ବିବାହ ଉତ୍ସବ ସଂପନ୍ନ

#ଅମରେଶ୍ୱରଙ୍କ_ଶୀତଳ_ଷଷ୍ଠୀ_ଓ_ଶିବ_ବିବାହ_ଉତ୍ସବ_ସଂପନ୍ନ             କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲାର ଅନ୍ୟତମ ପ୍ରସିଦ୍ଧ ଶୈବ ପୀଠ ପୈାରାଂଚଳର ଗୋପ ଗ୍ରାମରେ ଥିବା ଅମରେଶ୍ୱର ମହାଦେବଙ୍କ ଶୀତଳ ଷଷ୍ଠୀ ଓ ଶିବ ବିବାହ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । କରୋନା ଭୁତାଣୁ ସଂକ୍ରମଣର କଟକଣା ଜନିତ ସାମାଜିକ ଦୂରତାକୁ ପାଳନ କରାଯିବା ସହ ମାତ୍ର ୫ଜଣଙ୍କ ଉପସ୍ଥିତି ରେ ଏହି ଉତ୍ସବ ପାଳନ କରାଯାଇଛି । ବୁଧବାର ମନ୍ଦିର ପରିସର ରେ ପାରମ୍ପରିକ ରୀତିନୀତି ଓ ପୂଜା ବିଧାନ କରାଯାଇ ବୈଦିକ […]

Continue Reading