ଆବଶ୍ୟକ ହେଲେ ଅତ୍ୟାବଶ୍ୟକୀୟ ସାମଗ୍ରୀ ବ୍ୟବସାୟୀ ଓ ଚାଷୀ ମାନଙ୍କୁ ପାଶ୍ ଦିଆଯିବ : ଜିଲ୍ଲାପାଳ

ଆବଶ୍ୟକ ହେଲେ ଅତ୍ୟାବଶ୍ୟକୀୟ ସାମଗ୍ରୀ ବ୍ୟବସାୟୀ ଓ ଚାଷୀ ମାନଙ୍କୁ ପାଶ୍ ଦିଆଯିବ : ଜିଲ୍ଲାପାଳ

#ଅତ୍ୟାବଶ୍ୟକୀୟ_ସାମଗ୍ରୀ_ବ୍ୟବସାୟୀ_ଓ_ଚାଷୀ_ମାନଙ୍କୁ_ପାଶ୍_ଦିଆଯିବ      ଯାଜପୁର   : ( ବିଶ୍ବଜିତ ରଣା )   ଜିଲ୍ଳାରେ ଲକଡାଉନ ଚାଲିଥିବା ବେଳେ ବ୍ରହ୍ମବରଦାର ତିନି କିଲୋମିଟର ପରିସର ମଧ୍ୟରେ ଥିବା ୧୨ ଗୋଟି ଗାଁ ଯଥା- ବ୍ରଦ୍ମବରଦା, ଖଣ୍ଡସ, ବାଲିଗୁଡା, ଲେଙ୍କା ବାଲିସାହି, ମଞ୍ଚେଶ୍ୱର , ଚାନ୍ଦପୁର, କୋଠିଡିହ, ବଡରିପଦା, ବାଙ୍କସାହି, ସାହାପଡା, ବନ୍ଧଡିହ ଓ ଦେଊଳି (ଆଂଶିକ) କୁ କଣ୍ଟେନମେଣ୍ଟ ଜୋନ ଭାବେ ଅପ୍ରେଲ ୧୨ ତାରିଖଯାଏ ଘୋଷଣା କରାଯାଇଚ୍ଥି । ଗାଁ ରୁ ବାହାରକୁ ବା ବାହାରୁ ଗାଁ କୁ […]

Continue Reading