ଅଢେଇ ଲକ୍ଷରେ ଡଙ୍ଗା କିଣି ପୁଣି ଚେନ୍ନାଇରୁ ଫେରିଲେ ୩୯ଜଣ ମତ୍ସ୍ୟଜୀବୀ

ଅଢେଇ ଲକ୍ଷରେ ଡଙ୍ଗା କିଣି ପୁଣି ଚେନ୍ନାଇରୁ ଫେରିଲେ ୩୯ଜଣ ମତ୍ସ୍ୟଜୀବୀ

#ଅଢେଇ_ଲକ୍ଷରେ_ଡଙ୍ଗା_କିଣି_ପୁଣି_ଚେନ୍ନାଇରୁ_ଫେରିଲେ_୩୯_ମତ୍ସ୍ୟଜୀବୀ      ବ୍ରହ୍ମପୁର : (ଶାନ୍ତନୁ କୁମାର ରଣା )  ଓଡିଶା ପାଇଁ କୋଲକାତାରୁ ଫେରିଥିବା ପ୍ରବାସୀ ଓଡିଆ ମାନେ ବିପଦର କାରଣ ହୋଇଥିବା ବେଳେ  ଏବେ ଚେନ୍ନାଇରୁ ଡଙ୍ଗାରେ ଫେରୁଥିବା ପ୍ରବାସୀ ଓଡିଆ ଏହି ବିପଦକୁ ଆହୁରି ବଢାଇ ଦେଇଛନ୍ତି।  ଲକ୍‌ଡାଉନ୍‌ ଯୋଗୁଁ ଚେନ୍ନାଇରେ ଫସିଛନ୍ତି ଶହ ଶହ ମତ୍ସ୍ୟଜୀବୀ ଓ ଶ୍ରମିକ। ଏବେ ସେମାନେ ସମୁଦ୍ର ଜଳପଥକୁ ସେମାନଙ୍କ ଭିଟାମାଟିକୁ ଫେରିବାର ସହଜ ଉପାୟ ଭାବେ ଧରି ନେଇଛନ୍ତି। ମୁକୁଳା ପଡ଼ିଥିବା ସମୁଦ୍ର ଜଳପଥ ସୁଯୋଗ […]

Continue Reading