ଶ୍ରୀଜଗନ୍ନାଥ ଟ୍ରଷ୍ଟ ପକ୍ଷରୁ ଅଗ୍ନି ବିପିନ୍ନଙ୍କୁ ସହାୟତା

ଶ୍ରୀଜଗନ୍ନାଥ ଟ୍ରଷ୍ଟ ପକ୍ଷରୁ ଅଗ୍ନି ବିପିନ୍ନଙ୍କୁ ସହାୟତା

 #ଅଗ୍ନି_ବିପିନ୍ନଙ୍କୁ_ସହାୟତା        କେନ୍ଦ୍ରାପଡା   :   ଜିଲ୍ଲାର ଅଗ୍ରଣୀ ସ୍ୱଛାସେବୀ ଅନୁଷ୍ଠାନ ଶ୍ରୀଜଗନ୍ନାଥ ଚାରି ଟେବୁଲ ଟ୍ରଷ୍ଟ ପକ୍ଷରୁ ଅଗ୍ନି ବିପିନ୍ନଙ୍କୁ ସହାୟତା ପ୍ରଦାନ କରା ଯାଇଛି । କେନ୍ଦ୍ରାପଡା ବ୍ଲକର କୋର ପଂଚାୟତ ଉପେଇପୁର ଗ୍ରାମର ରାଜ କିଶୋର ନାୟକଙ୍କ ଘର ଅଗ୍ନି କାଣ୍ଡରେ ଭସ୍ମ ହୋଇଥିଲା । ଖବର ପାଇ ଟ୍ରଷ୍ଟ ପକ୍ଷରୁ ସଂପୃକ୍ତ ପରିବାର କୁ ଏକ ମାସର ଖାଦ୍ୟ ସାମଗ୍ରୀ, ଲୁଗାପଟା ସହାୟତା ପ୍ରଦାନ କରା ଯାଇଛି । ସଭାପତି ନମନ କୁମାର ମହାନ୍ତିଙ୍କ […]

Continue Reading