ଅଗ୍ନିଶମ ବାହିନୀ ସହଯୋଗରେ ବ୍ରହ୍ମପୁର ସହରର ବିଶୁଦ୍ଧିକରଣ

ଅଗ୍ନିଶମ ବାହିନୀ ସହଯୋଗରେ ବ୍ରହ୍ମପୁର ସହରର ବିଶୁଦ୍ଧିକରଣ

#ଅଗ୍ନିଶମ_ବାହିନୀ_ସହଯୋଗରେ_ବ୍ରହ୍ମପୁର_ସହରର_ବିଶୁଦ୍ଧିକରଣ            ବ୍ରହ୍ମପୁର  : ଲକ୍ ଡାଉନ୍‌ ପାଳନ କରି ମହାମାରୀ କରୋନା ଭୁତାଣୁ ସଂକ୍ରମଣରୁ ଜନସାଧାରଙ୍କୁ ସୁରକ୍ଷିତ କରିବା ପାଇଁ ରାଜ୍ୟ ସରକାର,ପ୍ରଶାସନ ଓ ପୋଲିସ ପକ୍ଷରୁ ସଚେତନତାମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି । ଏହି ପରିପ୍ରେକ୍ଷୀରେ ଜିଲ୍ଲାସ୍ତରରେ ବ୍ରହ୍ମପୁର ବିଇଏମସି କମିଶନର ଚକ୍ରବର୍ତ୍ତି ସିଂ ରାଠୋଡ଼ଙ୍କ ନେତୃତ୍ୱରେ ସହରର ଜନଗହଳିପୂର୍ଣ୍ଣ ସ୍ଥାନ ସୋଡିୟମ୍ ହାଇଡ୍ରୋ କ୍ଲୋରାଇଡ୍ ବ୍ୟବହାର କରାଯାଇ ବିଶୁଦ୍ଧିକରଣ ଆରମ୍ଭ ହୋଇଥିବା ଯୋଜନାରେ ଆଜି ଅଗ୍ନିଶମ ବିଭାଗ ଦ୍ୱାରା ବୈକୁଣ୍ଠ ନଗର, ୟୁ.ପି.ଏଚ.ସି ଖୋଡାସିଙ୍ଗ, […]

Continue Reading