୭ ଦିନ ପାଇଁ ରାୟଗଡ଼ାକୁ ସଟ୍‌ଡାଉନ୍‌ ଘୋଷଣା କଲେ ଜିଲ୍ଲାପାଳ

୭ ଦିନ ପାଇଁ ରାୟଗଡ଼ାକୁ ସଟ୍‌ଡାଉନ୍‌ ଘୋଷଣା କଲେ ଜିଲ୍ଲାପାଳ

#ରାୟଗଡ଼ାକୁ_ସଟ୍‌ଡାଉନ୍‌_ଘୋଷଣା_କଲେ_ଜିଲ୍ଲାପାଳ      ରାୟଗଡ଼ା: ବଢ଼ି ବଢ଼ି ଚାଲିଛି କରୋନା ସଂକ୍ରମଣ। ଏହି ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲା ସଚେତନତା ଅବଲମ୍ବନ କରିବା ଆରମ୍ଭ କରିଛନ୍ତି। ଆଜି ରାୟଗଡ଼ ଜିଲ୍ଲା‌ରେ ୯୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଜିଲ୍ଳାକୁ ଏକ ସପ୍ତାହ ପାଇଁ ସଟ୍‌ଡାଉନ୍‌ ଘୋଷଣା କରିଛନ୍ତି ଜିଲ୍ଲାପାଳ। ଆଜି ଚିହ୍ନଟ ହୋଇଥିବା  ୯୬ ଜଣଙ୍କୁ ଜିଲ୍ଲା କୋଭିଡ ସ୍ବାସ୍ଥ୍ୟ କେନ୍ଦ୍ରମାନଙ୍କରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଛି। କରୋନା ସଂକ୍ରମଣ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳ […]

Continue Reading