ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ତାଳଚେର ବିଧାୟକ

ଅନୁଗୁଳ ଓଡିଶା ଜିଲ୍ଲା ରାଜ୍ୟ

ଅନୁଗୁଳ : ( ମୁସାରଫ ଅହେମ୍ମଦ ) ଏନଟିପିସିର ସଂପ୍ରସାରଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଗ୍ରହଣ କରିଥିବା ନିଷ୍ପତ୍ତିକୁ ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ ସ୍ବାଗତ କରିଛନ୍ତି | ଉଲ୍ଲେଖ ଯୋଗ୍ୟ ଯେ, ଗୁରୁବାରଦିନ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ନେତୃତ୍ତ୍ବ ରେ ଲୋକ ସେବାଭବନ ଠାରେ ଅନୁଷ୍ଠିତ ଏକ ଗୁରୁତ୍ତ୍ବପୂଣ୍ଣ ବୈଠକରେ ଏନ.ଟି.ପି.ସି ର ସମ୍ପ୍ରସାରଣ ପାଇଁ ୭୬୫୮କୋଟି ଟଙ୍କାର ଅନୁମୋଦନ କରାଯାଇଛି। ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ବିଧାୟକ ଶ୍ରୀ ପ୍ରଧାନ ଧନ୍ୟବାଦ ଜଣାଇଛନ୍ତି