ନ।ଲକୋ ରେ ବନ୍ଦ ପାଳନ

ଅନୁଗୁଳ ଓଡିଶା ଜିଲ୍ଲା ବଡ ଖବର ରାଜ୍ୟ

ଅନୁଗୁଳ: (ମୁସାରଫ୍ ଅହମ୍ମଦ୍) ବିଭିନ୍ନ ଦ।ବି ନେଇ ଅ।ଜି ନ।ଲକୋ ସିପିପି ଗୋଲେଇ ଛକ ଠାରେ ବନ୍ଦ ପାଳନ କର।ଯାଇଛି। ଏଥିରେ ଆଇ ଏନ ଟିୟୁସି ,ଏଚ ଏମ ଏସ, ସିଟୁ ପ୍ରମୁଖ ସଙ୍ଗଠନ ର କର୍ମକର୍ତ୍ତା ମ।ନେ ଯୋଗ ଦେଇଛନ୍ତି। ଏଥି ଯୋଗୁ ନ।ଲକୋ ରେ ଉତ୍ପାଦନ ରେ ବାଧାପ୍ରାପ୍ତ ହୋଇଛି। ଶ୍ରମିକ ନେତା ପ୍ଲାଣ୍ଟ ସମ୍ମୁଖ ରେ ଧର୍ମ ଘଟ କରିଛନ୍ତି। ଏହି ଧର୍ମଘଟ ରେ ନ।ଲକୋ ଶ୍ରମିକ କଂଗ୍ରେସ ର ସାଧାରଣ ସମ୍ପାଦକ ପରେଶ ଚନ୍ଦ୍ର ଜେନା , କ।ର୍ଯ୍ୟକାରୀ ସଭ।ପତି ବିଭବ ଜେନ। ଏନ ଏନ ଇୟୁ ର ସାଧାରନ ସମ୍ପାଦକ ନିର୍ମଳ ଶତପଥୀ, ଶ୍ରମିକ ନେତା ଭରତ ଚନ୍ଦ୍ର ମ।ଝି , ବ।ବୁଲି ସେଠୀ ,ସିତ।ରାମ ପ୍ରଧାନ ,ପ୍ରହ୍ଲାଦ ନ।ୟକ ପ୍ରମୁଖ ଉପସ୍ଥିତ ଥିଲେ। ଏହିପରି ସ୍ମେଲଟର ପ୍ଲାଣ୍ଟ ରେ ମଧ୍ୟ ଧର୍ମଘଟ କର।ଯ।ଇଛି|ସେହିପରିସ୍ମେଲ୍ଟର ରେ ନେସ ର ସାଧାରଣ ସମ୍ପାଦକ ନିର୍ମଳ ସ।ମଲ ନେପୁ ସାଧାରଣ ସମ୍ପାଦକ ମ।ଗିଲ।ଲ ସାମଲ ପ୍ରମୁଖ ଉପସ୍ଥିତ ରହି ଧର୍ମଘଟ କରିଥିଲେ |