ଏସପ୍ଲାନେଡ ଓ୍ବାନ ମଲରେ ୩ଦିନିଆ ଫ୍ଲାଟ୍୫୦% ରିହାତିକୁ ଉପଭୋଗକରନ୍ତୁ

ଓଡିଶା ବାଣିଜ୍ୟ ରାଜ୍ୟ

ଭୁବନେଶ୍ୱର: ଓଡ଼ିଶାର ଏକ ନମ୍ବର ମଲ୍ ଏସପ୍ଲାନେଡ ଓ୍ବାନ ତରଫରୁତିନି ଦିନିଆ ଫ୍ଲାଟ୍ ୫୦% ରିହାତିବିଷୟରେଘୋଷଣାକରାଯାଇଛି ।ମଲ ତରଫରୁ “ଅସଲି ହାପିନେସ ଓ୍ବାଲା ସେଲ୍’ର ଅଂଶ ସ୍ୱରୂପ ଏହିତିନିଦିନିଆସପିଙ୍ଗଉତ୍ସବଜାନୁଆରି ୧୦ରୁ ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ ।ଏହି ଅବସରରେଗ୍ରାହକମାନେ ମ୍ୟାକ୍ସ, ଗ୍ଲୋବାଲ ଦେସି, ବିଙ୍ଗହ୍ୟୁମାନ, ହାମଲେଜ୍, ବିଗବଜାର, ରିଲାଏନ୍ସଟ୍ରେଣ୍ଡସ୍, ହୋମସେଣ୍ଟର ଓ କାଜୋ ଆଦରୁସପିଙ୍ଗକରିପାରିବେ ।

ଅଭିଭାବକମାନେ ସପିଙ୍ଗକରୁଥିବାବେଳେସେମାନଙ୍କ ପିଲାମାନଙ୍କକୌତୁକ ପାଇଁମଲ୍ ପରିସରରେବ୍ୟବସ୍ଥାକରାଯାଇଛି । ପିଲାମାନେ ଫେସନସନସୋ’ ଓ ଚିତ୍ରାଙ୍କନ ପ୍ରତିଯୋଗିତାରେ ଭାଗନେଇ ପୁରସ୍କାର, ଗିଫଟ ଭାଉଚର, ସାର୍ଟିଫିକେଟ୍ଏବଂ ଆହୁରି ବହୁତ କିଛି ପାଇପାରିବେ ।
ଏ ସଂକ୍ରାନ୍ତରେଏସପ୍ଲାନେଡ ଓ୍ବାନ ମଲ ସେଂଟରଡାଇରେକ୍ଟର ପାର୍ଥ ନାୟକକହିଛନ୍ତି ଯେ, “ଏସପ୍ଲାନେଡ ଓ୍ବାନ ମଲରେ ଆମେସର୍ବଦା ଗ୍ରାହକଙ୍କୁଖୁସିକରିବାକୁ ଉଦ୍ୟମକରିଥାଉ । ଆମର ଅସଲି ହାପି ନେସୱାଲାସେଲର ତତକାଳ ସୁବିଧା ଏବଂ ବ୍ୟାପକ ଅଫର ଆମଗ୍ରାହକଙ୍କ ସପିଙ୍ଗ ଓ ମନୋରଂଜନ ସ୍ତରକୁବହୁତଉପରକୁନେଇପାରୁଛି ।’’

ଏହି ଅବସରରେଗ୍ରାହକମାନେ ମଲରେ ଥିବା ରେସ୍ତୋରାଁଗୁଡିକରେ ମେଗାରିହାତି ଓ ଡିଲ୍ ପାଇପାରିବେ । ଭୁବନେଶ୍ୱର ଟେଷ୍ଟ ଫ୍ୟାକ୍ଟରି, କେଏଫସି, ଏସିଆ ୭, ପିଜ୍ଜା ହଟ୍ ଆଦିରେ ଅନେକ ଆକର୍ଷଣୀୟ ରିହାତିମିଳିବ ।୧୨୯ ଟଙ୍କାଭଳିକମ୍ ଦାମରେ ଖାଦ୍ୟ ସାମଗ୍ରୀମିଳିବ । ଚିଲିଜର ବୋଗୋ ଡିଲ୍ ଓ ସିଗ୍ରିର ବୁଫେ ମଧ୍ୟ ଆକର୍ଷଣୀୟ ଅନୁଭୂତି ପ୍ରଦାନ କରିବ ।
ଏହି ଅବସରରେ ଗ୍ରାହକମାନେ ଅନେକ ଆକର୍ଷଣୀୟ ପୁରସ୍କାର ଜିତିପାରିବେ । ଅଢ଼େଇ ହଜାର ଟଙ୍କାରୁ ଅଧିକମୂଲ୍ୟର ସପିଙ୍ଗ କରୁଥିବା ଗ୍ରାହକମାନେ ତତକାଳ ସୁନାଏବଂରୁପା କଏନ, ସିନେପୋଲିସର ମାଗଣା ସିନେମା ଟିକଟ ଇତ୍ୟାଦି ଜିତିବାର ସୁଯୋଗ ପାଇବେ । ଜଣେ ଭାଗ୍ୟଶାଳୀ ବିଜେତା ବିଏମଡବ୍ଲୁ ବାଇକ ଜି-୩୧୦ ଆର ଜିତିପାରିବେ ।ଏହା ବ୍ୟତୀତ ସୁଜୁକି ଇଂଟ୍ରୁଡର ବାଇକ୍ ଏବଂ ଆମ୍ପିୟର ଇଲେକ୍ଟ୍ରି ସ୍କୁଟର ଜିତିବାର ମଧ୍ୟ ଅନେକ ସୁଯୋଗରହିଛି ।