ଏ ସପ୍ତାହର ରାଶିଫଳ

ରାଶିଫଳ

ମେଷ:  ରବିବାର: ବ୍ୟବସାୟରେ ଲାଭ ମିଳିବ। ସୋମ ଓ ମଙ୍ଗଳବାର: ସବୁ କିଛି ଭଲ ବଜାୟ ରହିବ। ବୁଧ ଓ ଗୁରୁବାର: ଆଇନିଜୀବୀଙ୍କ ଲାଗି ସମୟ ଭଲ। ଶୁକ୍ର ଓ ଶନିବାର: କିଛି ଆଶା ପୂରଣ ହେବ।

ବୃଷ: ରବିବାର: କାମ ପ୍ରତି ସକ୍ରିୟ ରହିବେ। ସୋମ ଓ ମଙ୍ଗଳବାର: କଳାତ୍ମକ କାର୍ଯ୍ୟରେ ରୁଚି ବଢ଼ିବ। ବୁଧ ଓ ଗୁରୁବାର: ଧନ ମାମଲାରେ ସ୍ଥିତି ବଢ଼ିଆ ହେବ। ଶୁକ୍ର ଓ ଶନିବାର: ସୁସମ୍ବାଦ ପାଇବେ।

ମିଥୁନ: ରବିବାର: ଯାତ୍ରା ଫଳପ୍ରଦ। ସୋମ ଓ ମଙ୍ଗଳବାର: ଚାକିରିରେ ଉନ୍ନତି ଯୋଗ। ବୁଧ ଓ ଗୁରୁବାର: ଦାମ୍ପତ୍ୟ ଜୀବନ ମଧୁର ରହିବ। ଶୁକ୍ର ଓ ଶନିବାର: ପୁରୁଣା କଥାକୁ ନେଇ ଚିନ୍ତା ବଢ଼ିବ।

କର୍କଟ: ରବିବାର: ଧନପ୍ରାପ୍ତି ହେବ। ସୋମ ଓ ମଙ୍ଗଳବାର: ଛାତ୍ରଙ୍କୁ ପରିଶ୍ରମର ଫଳ ମିଳିବ। ବୁଧ ଓ ଗୁରୁବାର: କ୍ୟାରିୟରରେ ସଫଳତା ମିଳିବ। ଶୁକ୍ର ଓ ଶନିବାର: ବେପାରରେ ଉନ୍ନତି ହେବ।

ସି˚ହ:  ରବିବାର: ଉନ୍ନତିର ନୂଆ ସାଧନ ମିଳିବ। ସୋମ ଓ ମଙ୍ଗଳବାର: ଆଗକୁ ବଢ଼ିବା ଲାଗି ସୁଯୋଗ ମିଳିବ। ବୁଧ ଓ ଗୁରୁବାର: ବେପାରୀଙ୍କୁ ସଫଳତା ହାସଲ ହେବ। ଶୁକ୍ର ଓ ଶନିବାର: କିଛି ନୂଆ କାମ କରିବେ।

କନ୍ୟା: ରବିବାର: କାମକୁ ନେଇ କିଛି ନୂଆ ବିଚାର ଆସିବ। ସୋମ ଓ ମଙ୍ଗଳବାର: ଇଚ୍ଛା ପୂର୍ତ୍ତି ହୋଇପାରେ। ବୁଧ ଓ ଗୁରୁବାର: ବ୍ୟବସାୟରେ ଲାଭ ମିଳିବ। ଶୁକ୍ର ଓ ଶନିବାର: ପ୍ରେମରେ ସଫଳତା ମଳିବ।

ତୁଳା: ରବିବାର: ସମାଜରେ ମାନସମ୍ମାନ ବଢ଼ିବ। ସୋମ ଓ ମଙ୍ଗଳବାର: ଆର୍ଥିକ ସ୍ଥିତି ମଜଭୁତ ରହିବ। ବୁଧ ଓ ଗୁରୁବାର: ବୈବାହିକ ଜୀବନ ବଢ଼ିଆ ରହିବ। ଶୁକ୍ର ଓ ଶନିବାର: ମିତ୍ର ସଂଖ୍ୟା ବୃଦ୍ଧି ହୋଇପାରେ।

ବିଛା: ରବିବାର: ଧନଲାଭର ଯୋଗ ରହିଛି। ସୋମ ଓ ମଙ୍ଗଳବାର: ସବୁ ଇଚ୍ଛା ପୂରଣ ହେବ। ବୁଧ ଓ ଗୁରୁବାର: ନୂଆ ଅନୁବନ୍ଧରେ ଲାଭ ହେବ। ଶୁକ୍ର ଓ ଶନିବାର: ଛାତ୍ରଙ୍କ ଲାଗି ସମୟ ଅନୁକୂଳ।

ଧନୁ: ରବିବାର: ସମାଜରେ ପ୍ରତିପତ୍ତି ବଢ଼ିବ। ସୋମ ଓ ମଙ୍ଗଳବାର: ବୈବାହିକ ଜୀବନରେ ଖୁସି ବଜାୟ ରହିବ। ବୁଧ ଓ ଗୁରୁବାର: ଉନ୍ନତିର ନୂଆ ରାସ୍ତା ଖୋଲିବ। ଶୁକ୍ର ଓ ଶନିବାର: ଧନ ପ୍ରାପ୍ତି ହେବ।

ମକର : ରବିବାର: ଖର୍ଚ୍ଚ କମ୍‌ କରନ୍ତୁ। ସୋମ ଓ ମଙ୍ଗଳବାର: ରାଜନୀତିରେ ସଫଳତା ମିଳିବ। ବୁଧ ଓ ଗୁରୁବାର: ନୂଆ କୌଶଳରେ ବେପାରର ବୃଦ୍ଧି ହେବ। ଶୁକ୍ର ଓ ଶନିବାର: ଆର୍ଥିକ ସ୍ଥିତିରେ ପ୍ରଗତି ହେବ।

 

କୁମ୍ଭ: ରବିବାର: ଧର୍ମ କାର୍ଯ୍ୟରେ ରୁଚି ବଢ଼ିବ। ସୋମ ଓ ମଙ୍ଗଳବାର: କାର୍ଯ୍ୟ କ୍ଷେତ୍ରରେ ଉନ୍ନତି ହେବ। ବୁଧ ଓ ଗୁରୁବାର: ଆୟର ନୂଆ ସ୍ରୋତ ସାମ୍‌ନାକୁ ଆସିବ। ଶୁକ୍ର ଓ ଶନିବାର: ବିବାହିତଙ୍କ ଲାଗି ସମୟ ଭଲ।

ମୀନ: ରବିବାର: ଭାବିଥିବା କାମ ପୂରା ହେବ। ସୋମ ଓ ମଙ୍ଗଳବାର: ଧନ ସମ୍ବନ୍ଧୀୟ ଚିନ୍ତା ଦୂର ହେବ। ବୁଧ ଓ ଗୁରୁବାର: ବେପାରରେ ପରିସ୍ଥିତି ବଢ଼ିଆ ରହିବ। ଶୁକ୍ର ଓ ଶନିବାର: ସମାଜିକ କ୍ଷେତ୍ରରେ ସକ୍ରିୟତା ବଢ଼ିବ।