ଏ ସପ୍ତାହର ରାଶିଫଳ

ରାଶିଫଳ

ମେଷ:  ରବି ଓ ସୋମବାର: ସମ୍ମାନିତ ଲୋକଙ୍କ ସହିତ ମିଶିବେ। ମଙ୍ଗଳ ଓ ବୁଧବାର: ଆୟ ବୃଦ୍ଧି ହେବ। ଗୁରୁ ଓ ଶୁକ୍ରବାର: ବୈବାହିକ ଜୀବନ ପ୍ରୀତିମୟ ହେବ। ଶନିବାର: ଛାତ୍ରଙ୍କୁ ଭଲ ଖବର ମିଳିବ।

ବୃଷ:  ରବି ଓ ସୋମବାର: ଭ୍ରମଣ ସୁଖ ରହିଛି। ମଙ୍ଗଳ ଓ ବୁଧବାର: ବ୍ୟବସାୟୀଙ୍କ ଲାଗି ସମୟ ଭଲ। ଗୁରୁ ଓ ଶୁକ୍ରବାର: ମିତ୍ରଙ୍କୁ ସହାୟତା କରିବେ। ଶନିବାର: ସ୍ଥଗିତ ଥିବା କାମ ପୂରା ହେବ।

ମିଥୁନ:  ରବି ଓ ସୋମବାର: ସମାଜରେ ପ୍ରତିପତ୍ତି ବଢ଼ିବ। ମଙ୍ଗଳ ଓ ବୁଧବାର: ଖର୍ଚ୍ଚ ବଢ଼ିପାରେ। ଗୁରୁ ଓ ଶୁକ୍ରବାର: ନୂଆ କାର୍ଯ୍ୟରେ ରୁଚି ବଢ଼ିବ। ଶନିବାର: ଅର୍ଥ ମାମଲାରେ ଲାଭ ମିଳିବ।

କର୍କଟ:   ରବି ଓ ସୋମବାର: ରୋଜଗାରର ନୂଆ ସୁଯୋଗ ମିଳିବ। ମଙ୍ଗଳ ଓ ବୁଧବାର: ରାଜନୀତିରେ ସଫଳତା’ ମିଳିବ। ଗୁରୁ ଓ ଶୁକ୍ରବାର: ନିତିଦିନିଆ କାମରେ ଗତିରୋଧ ହେବ। ଶନିବାର: ସ୍ୱାସ୍ଥ୍ୟ ଭଲ ରହିବ।

ସି˚ହ:  ରବି ଓ ସୋମବାର: ଧର୍ମ କାର୍ଯ୍ୟରେ ରୁଚି ବଢ଼ିବ। ମଙ୍ଗଳ ଓ ବୁଧବାର: ଅଧୁରା କାମ ପୂରା ହେବ। ଗୁରୁ ଓ ଶୁକ୍ରବାର: ସମାଜରେ ମାନସମ୍ମାନ ବଢ଼ିବ। ଶନିବାର: ପ୍ରେମ ପ୍ରସ୍ତାବ ମିଳିପାରେ।

କନ୍ୟା:  ରବି ଓ ସୋମବାର: ସ୍ୱାସ୍ଥ୍ୟ ପ୍ରତି ସତର୍କ ରହନ୍ତୁ। ମଙ୍ଗଳ ଓ ବୁଧବାର: ବେପାର ବୃତ୍ତିରେ ଲାଭ ମିଳିବ। ଗୁରୁ ଓ ଶୁକ୍ରବାର: ସମାଜରେ ପ୍ରସଦ୍ଧି ବଢ଼ିବ। ଶନିବାର: ଧନଲାଭ ହେବ।

ତୁଳା: ରବି ଓ ସୋମବାର: କାରବାରରେ ଲାଭ ମିଳିବ। ମଙ୍ଗଳ ଓ ବୁଧବାର: ଅର୍ଥ ମାମଲାରେ ତରବରିଆ ନିଷ୍ପତ୍ତି ନିଅନ୍ତୁ ନାହିଁ। ଗୁରୁ ଓ ଶୁକ୍ରବାର: ଧର୍ମ କାର୍ଯ୍ୟରେ ରୁଚି। ଶନିବାର: ଆୟ ବଢ଼ିବ।

ବିଛା: ରବି ଓ ସୋମବାର: ପେସାରେ ନୂଆ କୀର୍ତ୍ତିମାନ ସ୍ଥାପିତ କରିବେ। ମଙ୍ଗଳ ଓ ବୁଧବାର: ସମାଜରେ ଭଲ ଛବି ଗଢ଼ଣ ହେବ। ଗୁରୁ ଓ ଶୁକ୍ରବାର: ଖର୍ଚ୍ଚ ବଢ଼ିପାରେ। ଶନିବାର: ଭଲ ଖବର ପାଇବେ।

ଧନୁ:  ରବି ଓ ସୋମବାର: ଯାତ୍ରା ଫଳପ୍ରଦ ହେବ। ମଙ୍ଗଳ ଓ ବୁଧବାର: ଚାକିରିରେ ଉନ୍ନତି। ଗୁରୁ ଓ ଶୁକ୍ରବାର: ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ। ଶନିବାର: ପୁରୁଣା କଥାକୁ ନେଇ ଚିନ୍ତିତ ରହିବେ।

ମକର:  ରବି ଓ ସୋମବାର: ଆଶା ମୁତାବକ ଧନପ୍ରାପ୍ତି ହେବ। ମଙ୍ଗଳ ଓ ବୁଧବାର: ପାରିବାରିକ ସମସ୍ୟାର ସମ଼ାଧାନ ବାହାରିବ। ଗୁରୁ ଓ ଶୁକ୍ରବାର: ବେପାରରେ ଉନ୍ନତି। ଶନିବାର: ପ୍ରେମରେ ସଫଳତା ମିଳିବ।

 

କୁମ୍ଭ:  ରବି ଓ ସୋମବାର: ଆୟର ସ୍ରୋତ ବୃଦ୍ଧି ହେବ। ମଙ୍ଗଳ ଓ ବୁଧବାର: ପୁରୁଣା ବନ୍ଧୁ ସହିତ ଭେଟ ହେବ। ଗୁରୁ ଓ ଶୁକ୍ରବାର: କିଛି ନୂଆ ଶିଖିବାର ଅବସର ମିଳିବ। ଶନିବାର: ଶତ୍ରୁଙ୍କୁ ଜୟ କରିବେ।

ମୀନ: ରବି ଓ ସୋମବାର: ବିଦେଶ ଯିବାର ସୁଯୋଗ। ମଙ୍ଗଳ ଓ ବୁଧବାର: ସମ୍ବନ୍ଧରେ ନୂଆ ଚେତନା ସଞ୍ଚାର ହେବ। ଗୁରୁ ଓ ଶୁକ୍ରବାର: ବ୍ୟବସାୟରେ ଉନ୍ନତି। ଶନିବାର: ନିଜ କାମରେ ପୂରା ଆନନ୍ଦ ନେବେ।