ଏ ସପ୍ତାହର ରାଶିଫଳ

ଏ ସପ୍ତାହର ରାଶିଫଳ

ରାଶିଫଳ

ମେଷ  : ରବି, ସୋମ ଓ ମଙ୍ଗଳବାର: ଆୟ ବୃଦ୍ଧି ହେବ। ବୁଧ ଓ ଗୁରୁବାର: ବୈବାହିକ ଜୀବନରେ ମଧୁରତା ଆସିବ। ଶୁକ୍ର ଓ ଶନିବାର: ଘରୋଇ ଜିନିଷ କିଣିବାରେ ଖର୍ଚ୍ଚ ଅଧିକ ହୋଇପାରେ।

ବୃଷ  : ରବି, ସୋମ ଓ ମଙ୍ଗଳବାର: ଆପଣଙ୍କ ଧ୍ୟାନ ଧାର୍ମିକ କାର୍ୟ୍ୟରେ ଲାଗି ରହିବ। ବୁଧ ଓ ଗୁରୁବାର: ଅଫିସ୍ରେ ସହକର୍ମୀଙ୍କ ସହଯୋଗ ପାଇବେ। ଶୁକ୍ର ଓ ଶନିବାର: ସବୁ ଇଚ୍ଛା ପୂରଣ ହେବ।

ମିଥୁନ  : ରବି, ସୋମ ଓ ମଙ୍ଗଳବାର: ଆୟ ବୃଦ୍ଧି ହେବ। ବୁଧ ଓ ଗୁରୁବାର: ବୈବାହିକ ଜୀବନରେ ମଧୁରତା ଆସିବ। ଶୁକ୍ର ଓ ଶନିବାର: ଘରୋଇ ଜିନିଷ କିଣିବାରେ ଖର୍ଚ୍ଚ ଅଧିକ ହୋଇପାରେ।

କର୍କଟ  : ରବି, ସୋମ ଓ ମଙ୍ଗଳବାର: ଆପଣଙ୍କ ଧ୍ୟାନ ଧାର୍ମିକ କାର୍ୟ୍ୟରେ ଲାଗି ରହିବ। ବୁଧ ଓ ଗୁରୁବାର: ଅଫିସ୍ରେ ସହକର୍ମୀଙ୍କ ସହଯୋଗ ପାଇବେ। ଶୁକ୍ର ଓ ଶନିବାର: ସବୁ ଇଚ୍ଛା ପୂରଣ ହେବ।

ସିଂହ  : ରବି, ସୋମ ଓ ମଙ୍ଗଳବାର: ପ୍ରଗତିରେ ଗତିରୋଧ ହୋଇପାରେ। ବୁଧ ଓ ଗୁରୁବାର: ମନରେ ନୂଆ ନୂଆ ବିଚାର ଆସିବ। ଶୁକ୍ର ଓ ଶନିବାର: ଚାକିରିଜୀବୀଙ୍କୁ କାମରେ ସଫଳତା ହାସଲ ହେବ।

କନ୍ୟା  : ରବି, ସୋମ ଓ ମଙ୍ଗଳବାର: ଜୀବନକୁ ସୁନ୍ଦର କରିବା ଲାଗି ସୁଯୋଗ ମିଳିବ। ବୁଧ ଓ ଗୁରୁବାର: ନୂଆ ଚୁକ୍ତିପତ୍ରରେ ଲାଭ ହେବ। ଶୁକ୍ର ଓ ଶନିବାର: ପାରିବାରିକ ଜୀବନ ଶାନ୍ତିମୟ ହେବ।

ତୁଳା  : ରବି, ସୋମ ଓ ମଙ୍ଗଳବାର: ବେପାର ବୃତ୍ତିରେ ଉନ୍ନତି ହେବ। ବୁଧ ଓ ଗୁରୁବାର: ଜୀବନସାଥୀଙ୍କ ସହିତ ସମ୍ବନ୍ଧ ଭଲ ହେବ। ଶୁକ୍ର ଓ ଶନିବାର: କ୍ୟାରିୟର୍କୁ ନେଇ ଟିକେ ଚିନ୍ତିତ ରହିବେ।

ବିଛା  : ରବି, ସୋମ ଓ ମଙ୍ଗଳବାର: ଆଗକୁ ବଢ଼ିବା ଲାଗି ସୁଯୋଗ ମିଳିବ। ବୁଧ ଓ ଗୁରୁବାର: ଅଫିସ୍ରେ ଅଧିକ ଦାୟିତ୍ବ ତୁଲାଇବେ। ଶୁକ୍ର ଓ ଶନିବାର: ବ୍ୟବସାୟରେ ନୂଆ ସୁଯୋଗ ମିଳିବ।

ଧନୁ  : ରବି, ସୋମ ଓ ମଙ୍ଗଳବାର: ନିଜର କାର୍ୟ୍ୟକୁଶଳତା ବୃଦ୍ଧି କରନ୍ତୁ। ବୁଧ ଓ ଗୁରୁବାର: ଧନଲାଭର ନୂଆ ସୁଯୋଗ ଆସିବ। ଶୁକ୍ର ଓ ଶନିବାର:  ଲାଗି ରହିଥିବା ସମସ୍ୟାର ସମାଧାନ ହେବ।

ମକର  : ରବି, ସୋମ ଓ ମଙ୍ଗଳବାର: ଆପଣ ଉତ୍ସାହରେ ଭରି ରହିବେ। ବୁଧ ଓ ଗୁରୁବାର: ଅଧିକାରୀ ଆପଣଙ୍କ କାମକୁ ପ୍ରଶଂସା କରିବେ। ଶୁକ୍ର ଓ ଶନିବାର: ପ୍ରେମ ପ୍ରସଙ୍ଗରେ ସଫଳତା ପାଇବେ।

 

କୁମ୍ଭ  : ରବି, ସୋମ ଓ ମଙ୍ଗଳବାର: କାମରେ ସଫଳତା ମିଳିବ। ବୁଧ ଓ ଗୁରୁବାର: ବ୍ୟବସାୟରେ ପ୍ରଗତି ହେବ ଏବଂ ଆର୍ଥିକ ଅବସ୍ଥା ସୁଧୁରିବ। ଶୁକ୍ର ଓ ଶନିବାର: ନିର୍ମାଣ କାର୍ୟ୍ୟ ଲାଗି ଯୋଜନା କରିବେ।

ମୀନ  : ରବି, ସୋମ ଓ ମଙ୍ଗଳବାର: ଭାବିଥିବା କାମ ସହଜରେ ପୂରା ହେବ। ବୁଧ ଓ ଗୁରୁବାର: ବ୍ୟବସାୟରେ ଯଥେଷ୍ଟ ଲାଭ ପାଇବେ। ଶୁକ୍ର ଓ ଶନିବାର: ଆପଣଙ୍କ ଜୀବନରେ ମଧୁର ସଂପର୍କ ଆରମ୍ଭ ହେବ।