ଆଜିର ରାଶିଫଳ

ଆଜିର ରାଶିଫଳ

ରାଶିଫଳ

ମେଷ: ମହତ୍ତ୍ବପୂର୍ଣ୍ଣ କାମ ନିର୍ଦ୍ଧାରିତ ସମୟ ମଧ୍ୟରେ ପୂରା ହୋଇଯିବ। ଖୁସି ଖବର ପାଇବେ। ବନ୍ଧୁଙ୍କ ସହିତ ଭେଟ ହେବ। ବ୍ୟବସାୟରେ ଯଥେଷ୍ଟ ଲାଭ ପାଇବେ।

ବୃଷ: ଶାରୀରିକ ଓ ମାନସିକ ଭାବେ ସୁସ୍ଥ ଅନୁଭବ କରିବେ। ନୂଆ ଲୋକଙ୍କ ସହିତ ମିଶିବେ। ଧନଲାଭର ସୁଯୋଗ ମିଳିପାରେ।

ମିଥୁନ: ଲୋକମାନେ ଆପଣଙ୍କ କଥାରେ ପ୍ରଭାବିତ ହେବେ। କ˚ପାନି କାର୍ଯ୍ୟରେ ରାଜ୍ୟ ବାହାରକୁ ଯିବାକୁ ପଡ଼ିପାରେ। ମହିଳାମାନେ ଜିନିଷ କିଣିବାକୁ ସହରକୁ ଯିବେ।

କର୍କଟ: ବହୁ ଦିନର ଇଚ୍ଛା ପୂରା ହେବ। ନୂଆ କାମରେ ରୁଚି ବଢ଼ିବ। ଅଫିସରେ ଉପରିସ୍ଥ କର୍ମଚାରୀଙ୍କ ସହଯୋଗ ମିଳିବ। ଦାମ୍ପତ୍ୟ ଜୀବନ ସୁଖଦ ହେବ।

ସି˚ହ: ଦୁନିଆକୁ ଜିଣି ନେବା ଲାଗି ଆପଣଙ୍କ ଭିତରେ ଉତ୍ସାହ ରହିବ। ନୂଆ ଚାକିରି ଲାଗି ସମ୍ବାଦ ଆସିପାରେ। ବ୍ୟବସାୟରେ ପ୍ରଚୁର ଲାଭ ପାଇବେ।

କନ୍ୟା: ଆପଣଙ୍କୁ ସାଥୀର ସହଯୋଗ ମିଳିବ। ଆପଣଙ୍କ ଯୋଜନାରେ ଲୋକଙ୍କୁ ସହମତ କରାଇନେବେ। ବ୍ୟବସାୟରେ ଧନଲାଭ ହେବ।

ତୁଳା: ବୁଦ୍ଧିମତ୍ତାର ସହ କାମ କରନ୍ତୁ, ସଫଳତା ପାଇବେ। ନେତାଙ୍କ ଲାଗି ଦିନଟି ବେଶ୍ ଭଲ ରହିବ। ବନ୍ଧୁଙ୍କ ସହିତ ମିଶିବା ଲାଗି ମନ ହେବ।

ବିଛା: ଦିନଟି କ୍ୟାରିୟର ଲାଗି ଶୁଭ ରହିବ। କାହାରିକୁ ଧାର ଦେଇଥିବା ଅର୍ଥ ଫେରସ୍ତ ପାଇପାରନ୍ତି। ପରିବାର ଲୋକଙ୍କ ସହିତ ପ୍ରେମଭାବ ବଢ଼ିବ।

ଧନୁ: ପୂଜାପାଠରେ ସମୟ ବିତିବ। ଆତ୍ମବିଶ୍ବାସ ବୃଦ୍ଧି ହେବ। ଶିକ୍ଷକ ଆପଣଙ୍କ କାମରେ ଖୁସି ହେବେ। ଚାକିରିଜୀବୀଙ୍କୁ ଲାଭ ମିଳିବ।

ମକର: ଭାବିଥିବା ସବୁ କାମ ଠିକ ଭାବରେ ସମ୍ପାଦିତ ହେବ। ସମାଜରେ ମାନ ସମ୍ମାନ ବଢ଼ିବ। ଜୀବନସାଥୀଙ୍କ ସହିତ ତାଳମେଳ ବଜାୟ ରହିବ।

କୁମ୍ଭ: କାମ ସ˚ପୂର୍ଣ୍ଣ କରିବା ଲାଗି ସହକର୍ମୀଙ୍କ ସାହାଯ୍ୟ ପାଇବେ। ସୁସମ୍ବାଦ ମିଳିବ। ସ୍ବାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ। ଶିକ୍ଷାରେ ଛାତ୍ରଙ୍କୁ ଉତ୍ତମ ପରିଣାମ ମିଳିବ।

ମୀନ: ଖୋଦ୍‌କୁ ସତେଜ ଅନୁଭବ କରିବେ। ଭାବିଥିବା କାମ ବିନା ବାଧାରେ ସ˚ପନ୍ନ ହେବ। ବିରୋଧୀ ଆପଣଙ୍କୁ ବନ୍ଧୁତାର ହାତ ବଢ଼ାଇବେ।