ଆଜିର ରାଶିଫଳ

ରାଶିଫଳ

ମେଷ: ଆପଣଙ୍କ ଉପରେ ଉପରିସ୍ଥ ଅଧିକାରୀ ପ୍ରସନ୍ନ ରହିବେ। କଳାକାରଙ୍କୁ ପ୍ରଶ˚ସା ମିଳିବ। ବ୍ୟାବସାୟିକ କାମରେ ଦୂର ଯାତ୍ରା। ପ୍ରେମରେ ସଫଳତା।

ବୃଷ: ଅଫିସରେ ପ୍ରଶ˚ସିତ ହେବେ। କ୍ରୀଡ଼ାବିତ୍‌ଙ୍କୁ ଉତ୍ତମ ସୁଯୋଗ। ବନ୍ଧୁଙ୍କ ସହିତ ସଂପର୍କରେ ଉନ୍ନତି।

ମିଥୁନ: ପୁରୁଣା ଚିନ୍ତା ଦୂର ହେବ। ଉନ୍ନତି ପଥରେ ଆଗେଇବେ। ବ୍ୟାବସାୟିକ ଉଦ୍ୟୋଗରେ ଅଧିକ ଲାଭ। ବୈବାହିକ ଜୀବନରେ ମଧୁରତା ବଢ଼ିବ।

କର୍କଟ: ବାପା-ମାଆଙ୍କ ସହଯୋଗ ପାଇବେ ଓ ପ୍ରତିକୂଳ ପରିସ୍ଥିତି ଦୂର ହେବ। ସାଙ୍ଗସାଥୀଙ୍କ ଠାରୁ ବ୍ୟାବସାୟିକ କାର୍ଯ୍ୟରେ ସହଯୋଗ ମିଳିବ। ଭ୍ରମଣ ଯୋଗ।

ସି˚ହ: ଧାର୍ମିକ କାର୍ଯ୍ୟରେ ଶ୍ରଦ୍ଧା। ସାମାଜିକ ମାନ-ସମ୍ମାନ ବୃଦ୍ଧି। କାର୍ଯ୍ୟକ୍ଷେତ୍ରରେ ଲାଗି ରହିଥିବା ସମସ୍ୟା ଦୂର ହେବ।

କନ୍ୟା: ଧନ ଲାଭର ଯୋଗ। ଅଫିସରେ ବରିଷ୍ଠଙ୍କ ସହଯୋଗରେ ସ୍ଥଗିତ କାର୍ଯ୍ୟ ପୂରା କରିବେ। ଛାତ୍ରଙ୍କୁ ଶୁଭ ଖବର ମିଳିବ।

ତୁଳା: ପୂଜାପାଠରେ ସମୟ ବିତିବ। ମନରେ ସକରାତ୍ମକ ଭାବନା ବୃଦ୍ଧି। ଉନ୍ନତିର ରାସ୍ତା ପ୍ରଶସ୍ତ ହେବ। ଚାକିରିଜୀବୀଙ୍କୁ ଉତ୍ତମ ସୁଯୋଗ।

ବିଛା: ଆରାଧ୍ୟ ଦେବୀଙ୍କ ଦର୍ଶନ କରନ୍ତୁ, ସମ୍ଭାବ୍ୟ ସ˚କଟ ଦୂର ହେବ। କାର୍ଯ୍ୟରେ ସଫଳତା ପାଇଁ ବଡ଼ମାନଙ୍କ ପରାମର୍ଶ ଜରୁରୀ। ବ୍ୟବହାରରେ ସ˚ଯମ ରଖନ୍ତୁ।

ଧନୁ: ସଫଳତାର ରାସ୍ତା ଉନ୍ମୁକ୍ତ। କାମ ପ୍ରତି ଅଧିକ ଉତ୍ସାହିତ ହେବେ। କଳା ଓ ସାହିତ୍ୟ କ୍ଷେତ୍ରରେ ଆଗକୁ ବଢ଼ିବେ। ସମାଜରେ ଲୋକପ୍ରିୟତା ବୃଦ୍ଧି।

ମକର: ବ୍ୟବସାୟରେ ତ୍ବରିତ ଫଇସଲାରୁ ଲାଭବାନ୍‌ ହେବେ। ଶୁଭ ସୂଚନା ପାଇବେ। ସାମାଜିକ କାର୍ଯ୍ୟରେ ସକ୍ରିୟତା ବୃଦ୍ଧି। ସ୍ବାସ୍ଥ୍ୟ ପ୍ରତି ସତର୍କ ରହନ୍ତୁ।

କୁମ୍ଭ: ମଧୁର ବ୍ୟବହାରରେ ଅନ୍ୟକୁ ଆକୃଷ୍ଟ କରିବେ। କାମ ପାଇଁ ପ୍ରଶଂସିତ ହେବେ। ନୂଆ ବ୍ୟବସାୟରେ ପୁଞ୍ଜି ଲଗାଇପାରନ୍ତି। ଚାକିରିଜୀବୀଙ୍କୁ ଲାଭ।

ମୀନ: କାର୍ଯ୍ୟରେ ସଫଳତା। ଔଷଧ ବ୍ୟବସାୟୀଙ୍କ ଲାଗି ଦିନଟି ଲାଭପ୍ରଦ। ନୂଆ ଘର କିଣିବା ଲାଗି ଆଗ୍ରହ ବଢ଼ିବ। ପରିବାରରେ ଖୁସି।