ଆଜିର ରାଶିଫଳ

ରାଶିଫଳ

ମେଷ: ବଡ଼ ଭାଇ ଭଉଣୀଙ୍କ ସହଯୋଗ ପାଇବେ। ଚିନ୍ତାରୁ ମୁକ୍ତି ମିଳିବ। ଦମ୍ପତ୍ତିଙ୍କ ମଧ୍ୟରେ ବୁଝାମଣା ଠିକ୍‌ ରହିବ।

ବୃଷ: ନିଷ୍ପତ୍ତି ନେବାରେ ଦ୍ବନ୍ଦ୍ବ ଉପୁଜିପାରେ। ଦୂରସ୍ଥାନକୁ ଯାତ୍ରା କରିବେ। ଅଧିକ ଖର୍ଚ୍ଚାନ୍ତ ହୋଇପାରନ୍ତି।

ମିଥୁନ: ରାଜନୈତିକ ବ୍ୟକ୍ତିଙ୍କ ଖ୍ୟାତି ବଢ଼ିବ। ଆର୍ଥିକ ସ୍ଥିତି ସୁଧୁରିବ। ଜୀବନସାଥୀଙ୍କ ସ୍ନେହ ଆଦାର ପାଇବେ।

କର୍କଟ: ଆଧୢାତ୍ମିକ କାର୍ଯ୍ୟରେ ସମୟ ବିତିବ। ପୁରୁଣା ବନ୍ଧୁଙ୍କ ସହିତ ଭେଟ ହେବ। ଉନ୍ନତିର ଅବସର ମିଳିବ।

ସି˚ହ: ମନକୁ ସକରାତ୍ମକ ରଖନ୍ତୁ। ପ୍ରତିଷ୍ଠିତ ଲୋକଙ୍କ ସହିତ ଯୋଗାଯୋଗ ହେବ। ଅଫିସ ତରଫରୁ ବାହାରକୁ ଯିବାର ସୁଯୋଗ ମିଳିବ।

କନ୍ୟା: ଦିନଟି ଖୁସିରେ କଟିବ। କାହାରିକୁ ଅପଶବ୍ଦ କୁହନ୍ତୁ ନାହିଁ। ପରିଶ୍ରମ ଦ୍ବାରା ପୁରୁଣା କାର୍ଯ୍ୟ ପୂରା ହେବ।

ତୁଳା: ଆପଣଙ୍କର ଦାୟିତ୍ବ ବଢ଼ିପାରେ। ସାମାଜିକ ପ୍ରତିଷ୍ଠା ବଢ଼ିବ। ବ୍ୟବସାୟ ପାଇଁ ନୂଆ ସୁଯୋଗ ମିଳିବ।

ବିଛା: ସ୍ଥଗିତ ଥିବା କାମ ପୂରା ହେବ। ସମାଜରେ ଆପଣଙ୍କର ସମ୍ମାନ ବଢ଼ିବ। ଚାକିରିଆଙ୍କୁ ଲାଭ ମିଳିପାରେ।

ଧନୁ: ଆର୍ଥିକ ଅସୁବିଧା ଦୂର ହେବ। କ୍ୟାରିୟରରେ ନୂଆ ସୁଯୋଗ ରହିଛି। ବ୍ୟବସାୟରେ ନୂଆ ଚୁକ୍ତି କରିବେ।

ମକର: ଜରୁରୀ କାମରେ ଯାତ୍ରାର ଯୋଗ ରହିଛି। ଅଫିସରେ ବଡ଼ ଦାୟିତ୍ବ ତୁଲାଇବେ। ଦାମ୍ପତ୍ୟ ଜୀବନରେ ସୁଖଦ ସ୍ଥିତି ରହିବ।

କୁମ୍ଭ: କ୍ରୀଡ଼ାବିତ୍‍ଙ୍କୁ ନୂଆ ସୁଯୋଗ ମିଳିବ। ନୂଆ ଲୋକଙ୍କ ସହ ବନ୍ଧୁତା କରିବେ। ମହିଳାଙ୍କୁ ପରିଶ୍ରମର ସୁଫଳ ମିଳିବ।

ମୀନ: ବ୍ୟବସାୟରେ ଆଶାତୀତ ଲାଭ ପାଇବେ। ଅଫିସରେ ଆପଣଙ୍କର ସ୍ଥିତି ସୁଦୃଢ଼ ହେବ। ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଭଲ ରହିବ।