ଆଜିର ରାଶିଫଳ

ରାଶିଫଳ

ମେଷ: ପୂଜା-ପାଠରେ ମନ ଲାଗିବ। ଶୁଭ ଖବର ପାଇବେ। ଅଫିସ କାମରେ ସହର ବାହାରକୁ ଯାତ୍ରା‌। ବୈବାହିକ ଜୀବନରେ ଖୁସି।

ବୃଷ: ଉପରିସ୍ଥ ଅଧିକାରୀଙ୍କ ସହ ଉତ୍ତମ ବ୍ୟବହାର କରନ୍ତୁ। ରାଜନୈତିକ ପ୍ରଭାବ ବୃଦ୍ଧି। ବ୍ୟବସାୟ ବାବଦରେ ବରିଷ୍ଠଙ୍କ ପରାମର୍ଶ ନେବେ।

ମିଥୁନ: ଠିକ୍‌ ସମୟରେ ଉଚିତ ନିଷ୍ପତ୍ତି ନେବେ। ସରକାରୀ କାର୍ଯ୍ୟରେ ନେଣଦେଣରେ ଲାଭ। ବ୍ୟକ୍ତିତ୍ବ ପାଇଁ ମାନ-ସମ୍ମାନ ପାଇବେ।

କର୍କଟ: ପ୍ରଭୁଙ୍କୁ ସ୍ମରଣ। ଆତ୍ମସନ୍ତୋଷ ଲାଭ। ବୟୋଜ୍ୟେଷ୍ଠଙ୍କ ପ୍ରତି ଭକ୍ତିଭାବ। ଦାମ୍ପତ୍ୟ ଜୀବନରେ ନିବିଡ଼ତା।

ସି˚ହ: କୌଣସି କାମ ପାଇଁ ସମାଲୋଚିତ ହୋଇପାରନ୍ତି। ପ୍ରତିବାଦ ନ କରି ନିରବ ରହିବା ଶ୍ରେୟସ୍କର। ନିଜ କାର୍ଯ୍ୟରେ ଧୢାନ ରଖନ୍ତୁ। ପ୍ରେମ ପ୍ରସଙ୍ଗରେ ଦିନଟି ଭଲ।

କନ୍ୟା: ଜରୁରୀ କାର୍ଯ୍ୟ ସଂପୂର୍ଣ୍ଣ ହେବ। ସାମାଜିକ କାର୍ଯ୍ୟ ପାଇଁ ସମ୍ମାନିତ ହେବେ। ନୂଆ ଘର ବା ଭୂସ˚ପତ୍ତି କିଣିପାରନ୍ତି।

ତୁଳା: ଆର୍ଥିକ ଲାଭ ଓ ଉନ୍ନତି। ବିରୋଧୀମାନେ ନତମସ୍ତକ ରହିବେ। ଜୀବନସାଥୀଙ୍କୁ ଆପଣଙ୍କ ସରଳତା ପ୍ରଭାବିତ କରିବ।

ବିଛା: କୌଣସି ବିଶେଷ ବ୍ୟକ୍ତିଙ୍କ ସହିତ ମିଶିପାରନ୍ତି। ଆର୍ଥିକ ସମସ୍ୟାର ସମାଧାନ। ଅଫିସରେ ସ୍ଥିତି ମଜଭୁତ।

ଧନୁ: ସାଥୀଙ୍କ ସହଯୋଗରେ ବ୍ୟାବସାୟିକ ପରିସର ବୃଦ୍ଧି ଓ ଲାଭ। ରାଜନୈତିକ ସଂପର୍କ ମଜଭୁତ। ଭୂସ˚ପତ୍ତି କିଣିବାର ଯୋଗ। ପାରିବାରିକ ଜୀବନ ସୁଖପୂର୍ଣ୍ଣ।

ମକର: ପୂର୍ବ ଯୋଜନାର ପରିବର୍ତ୍ତନ କରିପାରନ୍ତି। ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ କାର୍ଯ୍ୟ କରିବେ। ବ୍ୟବସାୟ କାମରେ ଦୂର ଯାତ୍ରା।

କୁମ୍ଭ: ବିନା ବାଧାବିଘ୍ନରେ ଜରୁରୀ କାମ ସଂପନ୍ନ ହେବ। ଚାକିରିରେ ଲାଗି ରହିଥିବା ଚିନ୍ତା ଦୂର ହେବ। ବିବାହିତଙ୍କ ପାଇଁ ଦୂର ସ୍ଥାନ ଭ୍ରମଣର ଯୋଗ।

ମୀନ: ସ୍ଥଗିତ କାମ ପୂରା ହେବ। ନୂଆ କାମରୁ ଲାଭବାନ୍‌ ହେବେ। ମହିଳାମାନଙ୍କ ପାଇଁ ଦିନଟି ଶୁଭଙ୍କର। ରୁଚିପୂର୍ଣ୍ଣ ପରିଧାନ ପ୍ରତି ଧୢାନ ଦିଅନ୍ତୁ।