ଆଜିର ରାଶିଫଳ

ରାଶିଫଳ

ମେଷ: ଅନ୍ୟମାନଙ୍କ ପ୍ରତି ଆପଣଙ୍କ ଦୃଷ୍ଟିଭଙ୍ଗୀ ସକରାତ୍ମକ ରହିବ। ବ୍ୟବସାୟରେ ଲାଭ। ଅଫିସରେ ସମସ୍ତଙ୍କ ସହଯୋଗ ପାଇବେ।

ବୃଷ: ଦିନଟି ମହତ୍ତ୍ବପୂର୍ଣ୍ଣ କାମ ଲାଗି ଶୁଭ। ଜରୁରୀ କାମରେ ବନ୍ଧୁଙ୍କର ସାହାଯ୍ୟ ପାଇବେ। ସାମାଜିକ କ୍ଷେତ୍ରରେ ସକ୍ରିୟତା ବଢ଼ିବ। ଦାମ୍ପତ୍ୟ ସମ୍ବନ୍ଧରେ ମଧୁରତା ଭରପୂର ରହିବ।

ମିଥୁନ: ପୁରୁଣା ବନ୍ଧୁଙ୍କ ସହିତ ସାକ୍ଷାତ ଆଲୋଚନା ହେବାର ସମ୍ଭାବନା। କାର୍ଯ୍ୟକ୍ଷେତ୍ରରେ ଅଧିକ ପରିଶ୍ରମ କରିବେ। କିଛି ଲୋକଙ୍କ ଠାରୁ ସାହାଯ୍ୟ ମିଳି ନପାରେ।

କର୍କଟ: ବ୍ୟବସାୟ ଓ ଚାକିରିରେ ପୁରୁଣା ବିବାଦ ‌େଶଷ ହେବ। କୌଣସି କ୍ଷେତ୍ରରୁ ଲାଭ ମିଳିପାରେ। ବିବାହିତଙ୍କ ଲାଗି ଦିନଟି ଖୁସିରେ କଟିବ।

ସି˚ହ: ପ୍ରଭାବଶାଳୀ ଲୋକଙ୍କ ସହଯୋଗ ଆପଣଙ୍କ ଉତ୍ସାହକୁ ଦ୍ବିଗୁଣିତ କରିବ। ପ୍ରସାଧନ ଦୋକାନୀଙ୍କର ବିକ୍ରି ବଢ଼ିବ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ମଜଭୁତ ହେବ।

କନ୍ୟା: ସୁସ୍ଥ ଓ ସତେଜ ରହିବେ। ଆଶାଠୁଁ ଅଧିକ ଧନଲାଭ ହେବ। ବଡ଼ ବ୍ୟାବସାୟିକ ସଂସ୍ଥାର ଭାଗୀଦାର ହେବେ।

ତୁଳା: ପରିବାର ଲୋକଙ୍କ ସହିତ ଅଧିକ ସମୟ ବିତାଇବେ। ରାଜନୀତିରେ ଉନ୍ନତି। ଅଧୢାପକଙ୍କ ଲାଗି ଧନଲାଭର ନୂଆ ରାସ୍ତା ଖୋଲିବ। ପ୍ରେମରେ ସଫଳତା।

ବିଛା: ନିଜ ଆଡ଼କୁ ଲୋକଙ୍କ ଧୢାନ ଆକର୍ଷିତ କରିବାରେ ସଫଳ ହେବେ। ଅଫିସରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି। ବ୍ୟାବସାୟିକ ପରିସର ବଢ଼ିବ।

ଧନୁ: ସକରାତ୍ମକ ଭାବନାରେ ଦିନଟି କଟିବ। ସାମାଜିକ ସମାରୋହରେ ଅଂଶଗ୍ରହଣ କରିବେ। ବ୍ୟାବସାୟିକ କାର୍ଯ୍ୟରେ ଦୂରଯାତ୍ରା ସଫଳ ହେବ।

ମକର: ଆପଣ ଭାବିଥିବା କାମ ପୂରା ହେବ। ସମାଜରେ ପ୍ରଭାବ ବଢ଼ିବ। ବ୍ୟବସାୟରେ ଧନଲାଭ। ପରିବାର ଲୋକଙ୍କ ସହିତ ଆନନ୍ଦର ମୁହୂର୍ତ୍ତ ବିତାଇବେ।

କୁମ୍ଭ: କାର୍ଯ୍ୟକ୍ଷେତ୍ରରେ ସାବଧାନ ରହନ୍ତୁ। ନୂଆ ବ୍ୟବସାୟରେ ବାପା ଓ ଭାଇଙ୍କ ସହଯୋଗ ମିଳିବ। ପ୍ରେମିକ-ପ୍ରେମିକାଙ୍କ ଲାଗି ଭଲ ଦିନଟିଏ।

ମୀନ: ନକରାତ୍ମକ ଚିନ୍ତା ମନରୁ ବାହାର କରିଦିଅନ୍ତୁ। ମିତ୍ରଙ୍କ ଠାରୁ ଉତ୍ତମ ପରାମର୍ଶ ମିଳିବ। ବ୍ୟବସାୟରେ ଧନଲାଭ।