ଆଜିର ରାଶିଫଳ

ଆଜିର ରାଶିଫଳ

ରାଶିଫଳ

ମେଷ: କାମରେ ବାଧା ଆସିପାରେ। ଧୈର୍ଯ୍ୟ ଧରି ସମସ୍ୟାର ମୁକାବିଲା କରନ୍ତୁ, ଲାଭ ହେବ। ସ୍ବାସ୍ଥ୍ୟ ପ୍ରତି ସଚେତ ରୁହନ୍ତୁ।

ବୃଷ: ଆର୍ଥିକ ଉନ୍ନତିର ଯୋଗ ରହିଛି। ପ୍ରତିଟି କାମରେ ସଫଳତା ପାଇବେ। ପାରିବାରିକ ଜୀବନ ସୁଖମୟ ହେବ।

ମିଥୁନ: ଆର୍ଥିକ ସ୍ଥିତିରେ ଉନ୍ନତି ହେବ। ବ୍ୟବସାୟରେ ପ୍ରଗତି କରିବେ। ପିଲାମାନେ କୌଣସି କାମରେ ଆପଣଙ୍କର ସାହାଯ୍ୟ ନେଇ ପାରନ୍ତି।

କର୍କଟ: ଦିନଟି ଭଲରେ କଟିବ। କର୍ତ୍ତୃପକ୍ଷ ଆପଣଙ୍କ କାମ ନେଇ ଖୁସି ରହିବେ। ବନ୍ଧୁଙ୍କ ସହିତ ମୋବାଇଲ୍‌ରେ ଅଧିକ ସମୟ କଥା ହେବେ।

ସି˚ହ: ଆପଣଙ୍କ କାମ ସହଜରେ ପୂରା ହେବ। ବନ୍ଧୁଙ୍କ ଠାରୁ ଖୁସି ଖବର ପାଇବେ। ପିଲାଙ୍କର ମହତ୍ତ୍ବପୂର୍ଣ୍ଣ କାମରେ ଅର୍ଥ ବ୍ୟୟ ହେବ।

କନ୍ୟା: ସମୟ ବହୁତ ଭଲରେ କଟିବ। ଗରିବଙ୍କ ସେବା କରିବେ। ବ୍ୟବସାୟରେ ଲାଭ ହେବ। ଜୀବନସାଥୀଙ୍କ ସହ ସୁଖଦ ସମୟ ବିତିବ।

ତୁଳା: ଆପଣ ଶକ୍ତିମାନ ଓ ସକ୍ରିୟ ରହିବେ। ସବୁ କାମ ଭଲରେ ପୂରା କରିନେବେ। ସ୍ବାଦିଷ୍ଠ ଖାଦ୍ୟ ଭୋଜନ କରିବେ।

ବିଛା: ଜୀବନସାଥୀଙ୍କ ସହ ବ୍ୟବସାୟ ନେଇ ଆଲୋଚନା କରିବେ। ପରିବାରରେ ସୁଖଶାନ୍ତି ବଢ଼ିବ। ନେତାଙ୍କ ସହିତ ସ˚ପର୍କ ମଜଭୁତ ହେବ।

ଧନୁ: କୌଣସି ମାମଲାରେ ବଡ଼ଙ୍କ ପରାମର୍ଶ କାମରେ ଆସିବ। ବ୍ୟବସାୟରେ ନୂଆ ଚୁକ୍ତି କରିପାରନ୍ତି। ପରିବାରରେ ଆନନ୍ଦ ଉଲ୍ଲାସ ଦେଖାଦେବ।

ମକର: ବ୍ୟବସାୟରେ ସାମାନ୍ୟ ପରିବର୍ତ୍ତନ କରିବା ଲାଗି ଚିନ୍ତା କରିବେ। ଆର୍ଥିକ ପକ୍ଷରେ ସୁଧାର ହେବ। ଚାକିରିଜୀବୀଙ୍କ ଲାଗି ଦିନଟି ଭଲ ରହିବ।

କୁମ୍ଭ: ପ୍ରଭୁଙ୍କ ଆରାଧନାରେ ମନରେ ସକାରାତ୍ମକ ଶକ୍ତି ସ˚ଚାର ହେବ। ଭଲ କାମରେ ସହଯୋଗ କରିବେ। ସନ୍ତାନଙ୍କ ଠାରୁ ଖୁସି ଖବର ପାଇବେ।

ମୀନ: ନିଜର ଲକ୍ଷ୍ୟ ନେଇ ଉତ୍ସୁକ ରହିବେ। କାମରେ ଅନୁଭବୀ ବ୍ୟକ୍ତିଙ୍କ ସାହାଯ୍ୟ ମିଳିପାରେ। ବ୍ୟବସାୟରେ ପ୍ରଗତି ହେବ।