ଆଜିର ରାଶିଫଳ

ରାଶିଫଳ

ମେଷ: ମନ ଉତ୍ସାହିତ ରହିବ। ଅଫିସରେ କୌଣସି ସହଯୋଗୀଙ୍କ ସହିତ ଭଲ ପରିଚୟ ହେବ। କୋର୍ଟ କଚେରି ମାମଲା ଆପଣଙ୍କ ପକ୍ଷରେ ହୋଇପାରେ।

ବୃଷ: କୌଣସି ବଡ଼ ବ୍ୟକ୍ତିଙ୍କ ସହିତ ମିଶିବା ଲାଭପ୍ରଦ ହୋଇପାରେ। ଶିକ୍ଷା କ୍ଷେତ୍ରରେ ଉନ୍ନତି। ପ୍ରେମ ପ୍ରସଙ୍ଗରେ ଖୁସି ରହିବେ।

ମିଥୁନ: ଜରୁରୀ କାମରେ ଜୀବନସାଥୀଙ୍କ ପରାମର୍ଶ ନିଅନ୍ତୁ। କାର୍ଯ୍ୟକ୍ଷେତ୍ରରେ ସହଯୋଗୀଙ୍କ ସହିତ ଉତ୍ତମ ଆଚରଣ ଦେଖାନ୍ତୁ। କୋର୍ଟ କଚେରି ମାମଲା ଠାରୁ ଦୂରେଇ ରହନ୍ତୁ।

କର୍କଟ: ପୁରୁଣା ବନ୍ଧୁଙ୍କ ସହିତ ସାକ୍ଷାତ୍‌-ଆଲୋଚନା। ନୂଆ କାର୍ଯ୍ୟରେ ରୁଚି ବଢ଼ିବ। ପ୍ରସାଧନ ଦୋକାନୀଙ୍କ ବିକ୍ରି ବଢ଼ିବ। ପାରିବାରିକ ଜୀବନ ସୁଖମୟ।

ସି˚ହ: କୌଣସି ଜରୁରୀ କାମ ପୂରା ହେବ। ଘରକୁ ଅତିଥି ଆସିପାରନ୍ତି। ବିବାହିତଙ୍କ ଲାଗି ଦିନଟି ଭଲ। ସ୍ବାଦିଷ୍ଟ ଖାଦ୍ୟ ଭୋଜନ କରିବେ।

କନ୍ୟା: ଉତ୍ତମ ବ୍ୟବହାର ଲାଗି ସମସ୍ତଙ୍କର ପ୍ରିୟ ହେବେ। ବ୍ୟବସାୟୀଙ୍କ ଲାଗି ଦିନଟି ଭଲ। ପାରିବାରିକ ଜୀବନ ସୁଖମୟ।

ତୁଳା: ସକରାତ୍ମକ କାମରେ ମନ ଲଗାନ୍ତୁ। ଦୁଶ୍ଚିନ୍ତାରୁ ମୁକ୍ତି। ଅଧୢାପକବର୍ଗଙ୍କୁ ଭଲ ସୁଯୋଗ। ବ୍ୟବସାୟରେ ପରିବର୍ତ୍ତନ ଆସିବ।

ବିଛା: କାର୍ଯ୍ୟ ସମାପ୍ତ ଲାଗି ନୂଆ ଉପାୟ ମିଳିବ। ବ୍ୟାବସାୟିକ କାର୍ଯ୍ୟରେ ଦୂର ଯାତ୍ରା। ପ୍ରିୟ ବନ୍ଧୁଙ୍କ ସହିତ ସମ୍ବନ୍ଧରେ ସୁଧାର ଆସିବ।

ଧନୁ: ବିନା ବାଧାରେ କାମ ଶେଷ ହେବ। ଉନ୍ନତିର ନୂଆ ମାର୍ଗ ଖୋଲିବ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତି ବିଦେଶ ଯାଇପାରନ୍ତି।

ମକର: ଘରେ ଧାର୍ମିକ ସମାରୋହର ଆୟୋଜନ କରିପାରନ୍ତି। ବନ୍ଧୁଙ୍କଠାରୁ ସାହାଯ୍ୟ ପାଇବେ। ଜରୁରୀ କାମ ସମାପ୍ତ କରିବାରେ ସଫଳ ହେବେ।

କୁମ୍ଭ: ଆତ୍ମସମୀକ୍ଷାରେ ସମୟ ବିତିବ। ଘରକୁ କୁଣିଆ ଆସିପାରନ୍ତି। ନୂଆ କାମ ଆରମ୍ଭ କରିବା ପୂର୍ବରୁ ଘର ଲୋକଙ୍କ ସହିତ ପରାମର୍ଶ କରନ୍ତୁ।

ମୀନ: ପୁରୁଣା ସଂପର୍କରୁ ଲାଭ ମିଳିବ। ରାଜନୀତିରେ ଥିବା ବ୍ୟକ୍ତି ବିଶେଷଙ୍କୁ ବଡ଼ ପଦ ମିଳିପାରେ। ଅଧୢାପିକାଙ୍କ ଲାଗି ଧନଲାଭର ନୂଆ ରାସ୍ତା ଖୋଲିବ।