ଆଜିର ରାଶିଫଳ

ରାଶିଫଳ

ମେଷ: ଆଧୢାତ୍ମିକ ଦିଗରେ ମନ ଲାଗି ରହିବ। ଅଫିସ୍‌ କାର୍ଯ୍ୟରେ ବ୍ୟସ୍ତତା ଓ କ୍ଳାନ୍ତି ଅନୁଭବ। ରାଜନୀତି କାମରେ ସତର୍କ ରହନ୍ତୁ।

ବୃଷ: ଦିନଟି ଭଲରେ କଟିବ। ଜୀବନସାଥୀଙ୍କ ସହଯୋଗ ପାଇବେ। ବ୍ୟବସାୟରେ ନୂଆ ସୁଯୋଗ ମିଳିପାରେ।

ମିଥୁନ: ପରିଶ୍ରମର ଫଳ ପାଇବେ। ଓକିଲଙ୍କ ପାଇଁ ଦିନଟି ଲାଭପ୍ରଦ। ବନ୍ଧୁଙ୍କୁ ମନାଇବାରେ ସଫଳ ହେବେ। ବିଦେଶ ଯାତ୍ରା ଲାଗି ଯୋଜନା।

କର୍କଟ: ବ୍ୟବସାୟ କ୍ଷେତ୍ରରେ ଲୋକଙ୍କ ସହଯୋଗ ମିଳିବ। ଆର୍ଥିକ ସ୍ଥିତିରେ ପ୍ରଗତି। ପାଖଲୋକଙ୍କ ସହିତ ସଂପର୍କ ଭଲ ରହିବ।

ସି˚ହ: ସକରାତ୍ମକ ଭାବନା ବଢ଼ିବ। ନୂଆ ଯୋଜନା କରିବେ। ଆର୍ଥିକ ସ୍ଥିତି ମଜଭୁତ ରହିବ। ବିରୋଧୀମାନେ ନତମସ୍ତକ ରହିବେ।

କନ୍ୟା: ପୂଜାପାଠରେ ସମୟ ବିତିବ। କିଛି ନୂଆ ବିଚାର କରିବେ। ଜରୁରୀ କାମ ଶେଷ କରିବାରେ ସଫଳ ହେବେ।

ତୁଳା: ଜୀବନସାଥୀଙ୍କ ଠାରୁ ସହଯୋଗ ପାଇବେ। ବେପାରରେ ଉନ୍ନତି। କୌଣସି ବ୍ୟକ୍ତିଙ୍କ ସହିତ ମନ ମିଶିବ। ରାଜନୀତିରେ ପ୍ରବେଶ ପାଇଁ ବିଚାର କରିବେ।

ବିଛା: ବେପାରରେ ସଫଳତା। ଅଫିସରେ ନୂଆ ଦାୟିତ୍ବ ମିଳିପାରେ। କୗଣସି ଉତ୍ସବ ଅନୁଷ୍ଠାନକୁ ଯିବା ଲାଗି ଯୋଜନା କରିବେ।

ଧନୁ: ବ୍ୟବସାୟରେ ବିରୋଧୀମାନଙ୍କ ପ୍ରତି ସାବଧାନ ରହନ୍ତୁ। ପୁରୁଣା ବନ୍ଧୁଙ୍କ ସହିତ ସାକ୍ଷାତ୍‌ ଆଲୋଚନା ହୋଇପାରେ। ସ୍ବାସ୍ଥ୍ୟ ପ୍ରତି ଧୢାନ ଦିଅନ୍ତୁ।

ମକର: ନୂଆ କାମର ଯୋଜନା କରିପାରନ୍ତି। ସହଯୋଗୀଙ୍କ ସହାୟତାରେ ମାନ ପ୍ରତିଷ୍ଠା ବୃଦ୍ଧି ହେବ। ପରିବାର ଲୋକଙ୍କ ସହିତ ଭ୍ରମଣ ଯୋଜନା।

କୁମ୍ଭ: ସାମାଜିକ କାର୍ଯ୍ୟରେ ବ୍ୟସ୍ତ। କିଛି ଲୋକ ଆପଣଙ୍କ କଥାରେ ପ୍ରଭାବିତ ହେବେ। ବ୍ୟବସାୟ ଓ ଚାକିରିରେ ପୁରୁଣା ବିବାଦ ଶେଷ ହେବ।

ମୀନ: ଉନ୍ନତି ଲାଗି ସୁଯୋଗ। ଅଫିସରେ ସ୍ଥଗିତ କାମ ସହଜରେ ପୂରା ହେବ। ବ୍ୟାବସାୟିକ କାମରେ ଦୂର ଯାତ୍ରା। ପାରିବାରକ ଜୀବନରେ ଶାନ୍ତି।