ଆଜିର ରାଶିଫଳ

ରାଶିଫଳ

ମେଷ: ମଧୁର ବ୍ୟବହାରରେ ଅନ୍ୟର ହୃଦୟ ଜିଣି‌େବ। କୌଣସି କାମରୁ ଲାଭ ମିଳିବ। ବ୍ୟାବସାୟିକ କାମରେ ଦୂର ଯାତ୍ରା। ପ୍ରେମରେ ସତେଜତା ଅନୁଭବ କରିବେ।

ବୃଷ: ନୂଆ ବ୍ୟବସାୟରେ ଆପଣଙ୍କୁ ଲାଭ ମିଳିବ। ଉପରିସ୍ଥ ଅଧିକାରୀଙ୍କୁ ସମସ୍ୟା ଜଣାଇବେ। ପରିବାରରେ ପୁଣ୍ୟକାର୍ଯ୍ୟ ପାଇଁ ପ୍ରସ୍ତୁତି।

ମିଥୁନ: ପ୍ରଗତିରେ ବାଧା ଉପୁଜିପାରେ। ଆର୍ଥିକ ମାମଲାରେ ବିବାଦ ହୋଇପାରେ। ପାରିବାରିକ ଦାୟିତ୍ବ ଆପଣଙ୍କୁ ଅର୍ପଣ କରାଯାଇପାରେ।

କର୍କଟ: ପରିଶ୍ରମର ଫଳ ମିଳିବ। ସାମାଜିକ ଉତ୍ସବରେ ଭାଗ ନେବେ। ବୃତ୍ତିଗତ କାର୍ଯ୍ୟରେ ଦୂର ଯାତ୍ରା। ପ୍ରିୟ ବନ୍ଧୁଙ୍କ ସହ ସଂପର୍କ ବଢ଼ିବ।

ସି˚ହ: ମହତ୍‌ କାର୍ଯ୍ୟରେ ଅନ୍ୟମାନଙ୍କ ସହଯୋଗ ମିଳିବ। ଲକ୍ଷ୍ୟ ପୂରଣ ଦିଗରେ କାମ କରିବେ। ଶିକ୍ଷକଙ୍କ ଲାଗି ସଫଳତାର ଦିନଟିଏ।

କନ୍ୟା: ମନରେ ଧାର୍ମିକ ଭାବନା ଆସିବ। ଧର୍ମଗ୍ରନ୍ଥ କିଣିବେ। ପ୍ରତିଟି କାମରେ ସଫଳତା ମିଳିବ। ଅଫିସରେ ବଡ଼ ଦାୟିତ୍ବ ମିଳିପାରେ।

ତୁଳା: ମନ୍ଥର ଗତିରେ କାମ ଶେଷ ହୋଇପାରେ। ମିତ୍ରଙ୍କ ଠାରୁ ଭଲ ପରାମର୍ଶ ପାଇବେ। ଗାଡ଼ି ଚାଳନାବେଳେ ସାବଧାନ ରହନ୍ତୁ।

ବିଛା: ସ˚ପର୍କିୟଙ୍କ ସହିତ ଫୋନ୍‌ରେ ବାର୍ତ୍ତାଳାପ। ସାମାଜିକ କାର୍ଯ୍ୟରେ ରୁଚି। ବୈବାହିକ ଜୀବନ ଭଲ ରହିବ।

ଧନୁ: ଶତ୍ରୁଙ୍କ ଉପରେ ବିଜୟ ହାସଲ କରିବେ। ସାମାଜରେ ମାନ ସମ୍ମାନ ବଢ଼ିବ। ଜମି ଦଲାଲଙ୍କୁ ଧନଲାଭ।

ମକର: ସକରାତ୍ମକ ଭାବନାରେ ଦିନଟି କଟିବ। ଆର୍ଥିକ ଲାଭର ସୁଯୋଗ। ବ୍ୟାବସାୟିକ କାମରେ ଦୂର ଯାତ୍ରା। କ୍ରିକେଟ ଖେଳାଳି ଉତ୍ତମ ପ୍ରଦର୍ଶନ କରିବେ।

କୁମ୍ଭ: ବ୍ୟବସାୟୀଙ୍କୁ ପରିଶ୍ରମର ଫଳ ମିଳିବ। ନୂଆ ଲୋକଙ୍କ ସହିତ ପରିଚୟ ହେବ। କ˚ପ୍ୟୁଟର ଇ˚ଜିନିଅରଙ୍କୁ ବଡ଼ କ˚ପାନିରେ ଚାକିରିର ପ୍ରସ୍ତାବ ମିଳିବ।

ମୀନ: ଆତ୍ମବିଶ୍ବାସ ବଢ଼ିବ। କ୍ୟାରିଅରରେ ଉନ୍ନତିର ସୁଯୋଗ। ଆଇନ-କାନୁନ ମାମଲା ସମାଧାନ ହୋଇଯିବ।