ଆଜିର ରାଶିଫଳ

ଆଜିର ରାଶିଫଳ

ରାଶିଫଳ

ମେଷ: ବୟୋଜ୍ୟେଷ୍ଠଙ୍କ ଆଶୀର୍ବାଦରେ ସବୁ କାମ ସୁରୁଖୁରର ହେବ। ଅର୍ଥ ସମ୍ବନ୍ଧୀୟ ମାମଲାର ସମାଧାନ ହେବ। ରାଜନୀତିରେ ସଫଳତା ପାଇବେ।

ବୃଷ: ଆପଣଙ୍କୁ କୌଣସି ମହତ୍ତ୍ବପୂର୍ଣ୍ଣ ସୂଚନା ମିଳିପାରେ। ନୂଆ ଲୋକଙ୍କ ସହିତ ପରିଚୟ ହେବ। ବ୍ୟବସାୟରେ ଲାଭ ହେବ।

ମିଥୁନ: ଆପଣ ଚିନ୍ତାମୁକ୍ତ ରହିବେ। ଚାକିରିରେ ପଦୋନ୍ନତିର ସୂଚନା ମିଳିପାରେ। ବ୍ୟବସାୟୀଙ୍କୁ ଆୟର ନୂଆ ବାଟ ମିଳିବ।

କର୍କଟ: ପ୍ରିୟ ବନ୍ଧୁଙ୍କ ସହିତ ଲମ୍ବା ସମୟ ଧରି କଥା ହେବେ। ଆଇନ ମାମଲା ନୂଆ ମୋଡ଼ ନେବ। ମାନ ପ୍ରତିଷ୍ଠା ବୃଦ୍ଧି ହେବ।

ସି˚ହ: ନୂଆ ଲୋକଙ୍କ ସହିତ ପରିଚୟ ହେବ। ତାଙ୍କ ଦ୍ବାରା ଭବିଷ୍ୟତରେ ଲାଭ ମିଳିବ। କୃଷିଜୀବୀଙ୍କୁ ଲାଭ ମିଳିପାରେ।

କନ୍ୟା: କାର୍ଯ୍ୟ କ୍ଷେତ୍ରରେ ଲାଗି ରହିଥିବା ବିଶୃଙ୍ଖଳା ଦୂର ହେବ। ଉପରିସ୍ଥ କର୍ମଚାରୀ ଆପଣଙ୍କ କାମକୁ ପ୍ରଶ˚ସା କରିବେ। ଧନଲାଭ ହୋଇପାରେ।

ତୁଳା: ପିତାଙ୍କ ଆଶୀର୍ବାଦରେ ସବୁ କାମ ସଫଳ ହେବ। ସମାଜରେ ମାନ ସମ୍ମାନ ପାଇବେ। ଛାତ୍ରଙ୍କୁ ପରିଶ୍ରମର ସୁଫଳ ମିଳିବ।

ବିଛା: ବ୍ୟବସାୟରେ ନୂଆ ଚୁକ୍ତି ନେଇ ଚିନ୍ତା କରିବେ। କାହାରିକୁ ଅଧିକ ବିଶ୍ବାସ କରନ୍ତୁ ନାହିଁ। ବୈବାହିକ ଜୀବନ ସୁଖଦ ରହିବ।

ଧନୁ: ଆର୍ଥିକ ଲାଭ ପାଇଁ ଭଲ ଦିନଟିଏ। ବନ୍ଧୁଙ୍କ ପରାମର୍ଶ କାମରେ ଆସିବ। ରାଜନୀତିରେ ଯୋଗାଯୋଗ ଭଲ ରହିବ।

ମକର: ପୂଜାର୍ଚ୍ଚନାରେ ଅଧିକ ସମୟ ବିତିବ। ମନରେ କିଛି ଆଶା ଉତ୍ପନ୍ନ ହେବ। ଚାକିରିଆଙ୍କୁ ଭଲ ଖବର ମିଳିପାରେ।

କୁମ୍ଭ: ଆତ୍ମଚିନ୍ତନରେ ସମୟ ବିତିବ। ନୂଆ କୌଶଳରେ କାମ କରିବାକୁ ଚେଷ୍ଟା କରିବେ। ନେତାମାନେ ଗରିବ ଲୋକମାନଙ୍କୁ ସହାୟତା କରିବେ।

ମୀନ: କାମକୁ ନେଇ ଚିନ୍ତିତ ରହିପାରନ୍ତି। ବ୍ୟବସାୟର ନୂଆ ଉପାୟ ଗ୍ରହଣ କରନ୍ତୁ, ଲାଭ ହେବ। ଅର୍ଥ ଦିଆନିଆ ସମୟରେ ସାବଧାନ ରୁହନ୍ତୁ।