ଆଜିର ରାଶିଫଳ

ରାଶିଫଳ

ମେଷ: ପୁରୁଣା କଥା ମନକୁ ବିଚଳିତ କରିପାରେ। ଅଫିସ କାମରେ ବାଧା ଉପୁଜିବା ଆଶଙ୍କା। ବିବାହିତଙ୍କ ଲାଗି ଦିନଟି ଭଲ।

ବୃଷ: କୌଣସି କ୍ଷେତ୍ରରେ ନୂଆ ସୁଯୋଗ ପାଇବେ। ବ୍ୟବସାୟୀଙ୍କୁ ଧନଲାଭ। ଚାକିରି ଅନୁସନ୍ଧାନ‌କାରୀଙ୍କୁ ନିଯୁକ୍ତି ମିଳିବ।

ମିଥୁନ: ସକରାତ୍ମକ ଭାବନାରେ ଦିନ କଟିବ। ଅନ୍ୟମାନଙ୍କ ସହଯୋଗରେ ସମସ୍ୟା ସମାଧାନ ହେବ। ଜମି କିଣା ବାବଦରେ ଚୂଡ଼ାନ୍ତ କଥାବାର୍ତ୍ତା ହୋଇପାରେ।

କର୍କଟ: ଶୁଭ ଖବର ପାଇବେ। କୌଣସି ଗୁରୁତ୍ବପୂର୍ଣ୍ଣ ବିଷୟରେ ମିତ୍ରଙ୍କ ସହ କଥାବର୍ତ୍ତା ହେବେ। ଘରେ ଛୋଟ ସମାରୋହ ଆୟୋଜନ କରିପାରନ୍ତି।

ସି˚ହ: ସନ୍ଧ୍ୟାରେ ପରିବାର ଲୋକଙ୍କ ସହିତ ହସଖୁସିର ସମୟ କଟିବ। ଆଇନ ଛାତ୍ରଙ୍କ ଲାଗି ଦିନଟି ଭଲ।

କନ୍ୟା: ସାରାଦିନ ଉତ୍ସାହିତ ରହି‌େବ। ମନରେ ନୂଆ ବିଚାର ଆସିବ। ବନ୍ଧୁଙ୍କ ସହିତ ସାକ୍ଷାତ୍‌ ଓ ଆଲୋଚନା ଫଳପ୍ରଦ ହେବ।

ତୁଳା: ଅନ୍ୟମାନଙ୍କ ସହିତ ଖୁସି ବାଣ୍ଟିବେ। ଦୀର୍ଘ ଦିନର ସମସ୍ୟା ସମାଧାନ ହେବ। ଧନପ୍ରାପ୍ତିର ଯୋଗ।

ବିଛା: ଜୀବନକୁ ସରସ ସୁନ୍ଦର କରିବା ଲାଗି ନୂଆ କିଛି କରିବେ। ଧୈର୍ଯ୍ୟ ଓ ସାହସର ସହ ଶତ୍ରୁର ମୁକାବିଲା କରିବେ। ଦାଂପତ୍ୟ ଜୀବନରେ ମଧୁରତା ବଢ଼ିବ।

ଧନୁ: ଦିନଟି ଭଲରେ କଟିବ। କୌତୁକିଆ ସ୍ବଭାବରେ ଅନ୍ୟର ମନ କିଣିନେବେ। ପରିଶ୍ରମର ଫଳ ମିଳିବ। ଦୂରସ୍ଥାନକୁ ଯାତ୍ରା କରିପାରନ୍ତି।

ମକର: କର୍ମକ୍ଷେତ୍ରରେ ନୂଆ ନିୟମ ଅନୁସାରେ କାମ କରିବେ। ଚାଷୀଙ୍କୁ ଲାଭ ମିଳିବ। ସାମାଜିକ କାର୍ଯ୍ୟରେ ରୁଚି ବଢ଼ିବ। ।

କୁମ୍ଭ: ଦିନ ସାରା ଉତ୍ସାହିତ ରହିବେ। ପୁରୁଣା ଇଚ୍ଛା ପୂରଣ ହେବ। ଆର୍ଥିକ ଦୃଷ୍ଟିରୁ ମଜଭୁତ ରହି‌େବ। ରାଜନୀତିରେ ସଫଳ ହେବେ।

ମୀନ: ଧାର୍ମିକ କାର୍ଯ୍ୟ ପ୍ରତି ଶ୍ରଦ୍ଧା ବଢ଼ିବ। ଧର୍ମଗ୍ରନ୍ଥ କିଣିପାରନ୍ତି। ନେତା ଓ ଉଚ୍ଚପଦସ୍ଥ ଅଧିକାରୀଙ୍କ ସଙ୍ଗରେ ରହିବାର ସୁଯୋଗ ମିଳିବ।