ଆଜିର ରାଶିଫଳ

ଆଜିର ରାଶିଫଳ

ରାଶିଫଳ

ମେଷ: ବେପାର ବୃତ୍ତିରେ ମନ ଚାହୁଥିବା ସଫଳତା ଓ ଲାଭ ପାଇବେ। ରାଜନୀତିରେ ସଫଳତା ପାଇବେ। ବନ୍ଧୁଙ୍କ ଠାରୁ ସୁସମ୍ବାଦ ପାଇବେ।

ବୃଷ: ଉନ୍ନତିର ନୂଆ ମାର୍ଗ ଖୋଲିବ। ପରିବାର ସହିତ ମିଶିବା ହେତୁ ଖୁସି ରହିବେ। ଛାତ୍ରୀମାନେ ସହପାଠୀଙ୍କ ସାହାଯ୍ୟ ପାଇବେ। ସ୍ବାସ୍ଥ୍ୟ ଭଲ ରହିବ।

ମିଥୁନ: ଦେବୀମାତାଙ୍କ ଆରାଧନାରେ ମନକୁ ଶାନ୍ତି ମିଳିବ। ନିଜ କଥା ଅନ୍ୟମାନଙ୍କୁ ଜଣାଇବାରେ ସଫଳ ହେବେ। ବ୍ୟବସାୟରେ ଉଚିତ ଲାଭ ପାଇବେ।

କର୍କଟ: ଆତ୍ମସମୀକ୍ଷାରେ ସମୟ ବିତିବ। ଖାସ୍‌ କାମରେ ବାଧା ଉପୁଜିପାରେ। ସ୍ବାସ୍ଥ୍ୟରେ ସମସ୍ୟା ଦେଖାଦେବ। ଦୂରସ୍ଥାନକୁ ଯାତ୍ରାରେ ଯିବେ।

ସି˚ହ: ଅନ୍ୟମାନଙ୍କୁ ସାହାଯ୍ୟ କରି ଆତ୍ମସନ୍ତୋଷ ମିଳିବ। ବେପାରରେ ଲାଭ ପାଇଁ ମନୋଯୋଗରେ କାମ କରିବେ। ପ୍ରେମ ସମ୍ବନ୍ଧ ସୁଖଦ ରହିବ।

କନ୍ୟା: ଆପଣଙ୍କର ବୀରତ୍ବକୁ ବଳ ମିଳିବ। ସବୁ କାମରେ ସଫଳ ହେବେ। ଆର୍ଥିକ ସ୍ଥିତି ସୁଧୁରିବ। ପ୍ରିୟ ବନ୍ଧୁଙ୍କ ସହିତ ଗପସପରେ ସମୟ ବିତିବ।

ତୁଳା: ଧାର୍ମିକ କାର୍ଯ୍ୟରେ ସମୟ ବିତିବ। ବନ୍ଧୁଙ୍କ ଠାରୁ ଭଲ ପରାମର୍ଶ ପାଇବେ। ବ୍ୟବସାୟରେ ଉନ୍ନତି ପାଇଁ ନୂଆ ରଣକୌଶଳ ପ୍ରସ୍ତୁତ କରିବେ।

ବିଛା: କାମରେ ଅଧିକ ସମୟ ଲାଗିପାରେ। ଅଧିକାରୀଙ୍କ ନିକଟରେ ସାବଧାନତା ଅବଲମ୍ବନ କରନ୍ତୁ। ପରିବାରରେ ଶାନ୍ତି ବଜାୟ ରଖନ୍ତୁ।

ଧନୁ: ଆପଣଙ୍କ ମନ ପ୍ରସନ୍ନ ରହିବ। ନିଜର ପରିଧାନ ପ୍ରତି ବିଶେଷ ଧୢାନ ଦେବେ। ରୋଜଗାରର ସୁଯୋଗ ମିଳିବ। ପ୍ରେମ ସମ୍ବନ୍ଧରେ ପ୍ରଗାଢ଼ତା ଆସିବ।

ମକର: ପୂର୍ବ ପରିଶ୍ରମରୁ ଲାଭ ମିଳିବ। ଅଧିକାରୀମାନେ ଆପଣଙ୍କୁ ନୂଆ ପରିଯୋଜନା ଅର୍ପଣ କରିବେ। ଲାଗି ରହିଥିବା ବିବାଦର ସମାଧାନ ହୋଇପାରେ।

କୁମ୍ଭ: ନିଜର ସଫଳତାକୁ ନେଇ ଆଶ୍ବସ୍ତ ରହିବେ। ଅଫିସରେ ନୂଆ ଦାୟିତ୍ବ ମିଳିପାରେ। କଳା ଛାତ୍ର ଅଧୢୟନ ଶୈଳୀରେ ପରିବର୍ତ୍ତନ ଆଣିବେ।

ମୀନ: ସ୍ଥଗିତ କାମରେ ବଡ଼ ଭାଇଙ୍କ ସହଯୋଗ ପାଇବେ। ଆର୍ଥିକ ସ୍ଥିତି ମଜଭୁତ ହେବ। ନିର୍ମାଣ କାର୍ଯ୍ୟ ଲାଗି ଯୋଜନା କରିବେ।