ଆଜିର ରାଶିଫଳ

ଆଜିର ରାଶିଫଳ

ରାଶିଫଳ

ମେଷ:  ସକ୍ରିୟ ରହିବେ। ବ୍ୟବସାୟରେ ନୂଆ ନୀତି ପ୍ରୟୋଗ କରିବେ। କୌଣସି କାର୍ଯ୍ୟରେ ଆପଣଙ୍କୁ ଅଧିକ ଲାଭ ମିଳିବ।

ବୃଷ: ପୁରୁଣା ବନ୍ଧୁଙ୍କ ସହିତ ଭେଟ ହେବ। ତାଙ୍କ ଦ୍ବାରା ଭବିଷ୍ୟତରେ ଲାଭ ମିଳିବ। ପରିବାରରେ ଖୁସିର ପରିବେଶ ରହିବ।

ମିଥୁନ:  ନିଜକୁ ଭଲଭାବେ ପ୍ରସ୍ତୁତ କରିବେ। ବହୁ ଦିନର ଆଶା ପୂରଣ ହେବ। ଜୀବନସାଥୀଙ୍କ ସହିତ ସମ୍ବନ୍ଧରେ ସୁଖ ବଢ଼ିବ।

କର୍କଟ: ବିଶିଷ୍ଟ ବ୍ୟକ୍ତିଙ୍କ ସହିତ ଆଲୋଚନା ଦ୍ବାରା କ୍ୟାରିୟରରେ ପରିବର୍ତ୍ତନ ହେବ। ବ୍ୟବସାୟରେ ଉନ୍ନତି ହେବ। ଛାତ୍ରଙ୍କୁ ପରିଶ୍ରମର ସୁଫଳ ମିଳିବ।

ସି˚ହ: ପ୍ରଭୁଙ୍କ ଆରାଧନାରେ ମନରେ ସକାରାତ୍ମକ ଶକ୍ତି ସ˚ଚାର ହେବ।  କାମରେ ବରିଷ୍ଠଙ୍କ ସହଯୋଗ ମିଳିବ। ବ୍ୟବସାୟରେ ଲାଭ ହେବ।

କନ୍ୟା: ଜରୁରୀ କାମରେ ସଫଳତା ପାଇବେ। କ୍ୟାରିୟରରେ ଆଗକୁ ବଢ଼ିବା ପାଇଁ ରାସ୍ତା ଖୋଲିବ। ରାଜନୈତିକ ବ୍ୟକ୍ତିଙ୍କର ଭାଗ୍ୟ ଉଜ୍ଜ୍ବଳ ହେବ।

ତୁଳା: ଭାଗ୍ୟ  ସପକ୍ଷରେ ରହିବ। ଅଫିସରେ ସହକର୍ମୀଙ୍କ ସହିତ ସମ୍ବନ୍ଧ ମଜଭୁତ ହେବ। ପାରିବାରିକ ଜୀବନ ସୁଖମୟ ହେବ।

ବିଛା: ଭାଗ୍ୟର ସ˚ପୂର୍ଣ୍ଣ ସହଯୋଗ ପାଇବେ। ବୈବାହିକ ଜୀବନରେ ପରିସ୍ଥିତି ଅନୁକୂଳ ରହିବ। ସ୍ବାଦିଷ୍ଠ ଖାଦ୍ୟ ଭୋଜନ କରିବେ।

ଧନୁ: ପିତାମାତାଙ୍କ ପରାମର୍ଶ କ୍ୟାରିୟର ଲାଗି ଭଲ। ପଦୋନ୍ନତିର ସୂଚନା ମିଳିପାରେ। ପ୍ରେମ ଆଳାପରେ ସତେଜତା ଅନୁଭବ କରିବେ।

ମକର:  ଶାନ୍ତ ଓ ଚିନ୍ତା-ମୁକ୍ତ ରହିବେ। ପୁରୁଣା ବନ୍ଧୁଙ୍କ ସହିତ ଭେଟ ହେବ।  ଜୀବନରେ ନୂଆ ପରିବର୍ତ୍ତନ ହୋଇପାରେ।

କୁମ୍ଭ: ଉନ୍ନତିର ପଥ ଖୋଲିବ। ଉଚ୍ଚ ଅଧିକାରୀଙ୍କ ଆଗରେ  କଥା ରଖନ୍ତୁ; ସକାରାତ୍ମକ ଫଳ ମିଳିବ। ଛାତ୍ରଙ୍କ ଲାଗି ଦିନଟି ଅନୁକୂଳ।

ମୀନ:  ଭଲ ସୁଯୋଗ ମିଳିବ। ଅଫିସରେ କାମରେ ସମସ୍ତେ ଖୁସି ରହିବେ। ବ୍ୟବସାୟରେ ଲାଭ ମିଳିପାରେ।