ଆଜିର ରାଶିଫଳ

ଆଜିର ରାଶିଫଳ

ରାଶିଫଳ

ମେଷ: ସକାରାତ୍ମକ ପରିବର୍ତ୍ତନ ଆପଣଙ୍କ ଜୀବନକୁ ସୁନ୍ଦର କରିବ। ବ୍ୟବସାୟରେ ଧନଲାଭ ହେବ। ଚାକିରିଜୀବୀଙ୍କୁ ଭଲ ସୁଯୋଗ ମିଳିବ।

ବୃଷ: ବ୍ୟବସାୟ ଓ ଚାକିରି ସମ୍ବନ୍ଧିତ କାମ ପୂରା ହେବ। ଧନପ୍ରାପ୍ତିର ଯୋଗ ରହିଛି। ନୂଆ ଲୋକଙ୍କ ସାହାଯ୍ୟ ପାଇବେ।

ମିଥୁନ: ଇଚ୍ଛା ପୂରା କରିବାରେ ସଫଳ ହେବେ। ଚାକିରିଜୀବୀଙ୍କୁ ଆଗକୁ ବଢ଼ିବାର ସୁଯୋଗ ମିଳିବ। ପାରିବାରିକ ଜୀବନ ଶାନ୍ତିମୟ ହେବ।

କର୍କଟ: ପୁରୁଣା କଥାକୁ ନେଇ ଚିନ୍ତିତ ରହିପାରନ୍ତି। ସ˚ପୂର୍ଣ୍ଣ ହେବାକୁ ଯାଉଥିବା କାମରେ ବାଧା ଉପୁଜିବ। ଉଧାର ନେବା ଓ ଦେବାରୁ ନିବୃତ୍ତ ରହନ୍ତୁ।

ସି˚ହ: ବନ୍ଧୁଙ୍କ ସାହାଯ୍ୟରେ ଆପଣଙ୍କର କାମ ପୂରା ହେବ। ରାଜନୀତିରେ ପରିସୀମା ବଢ଼ାଇବେ। ସୁସ୍ବାଦୁ ଖାଦ୍ୟ ଭୋଜନ କରିବେ।

କନ୍ୟା: ବନ୍ଧୁ ଓ ଜୀବନସାଥୀଙ୍କ ସହଯୋଗ ପାଇବେ। କାର୍ୟ୍ୟକ୍ଷେତ୍ରରେ ଭଲ ପ୍ରଦର୍ଶନ ରହିବ। ବେପାରରେ ଅଟକିଥିବା ଅର୍ଥ ପାଇବେ।

ତୁଳା: ବ୍ୟବସାୟୀଙ୍କ ପାଇଁ ଦିନଟି ଅନୁକୂଳ। ସଙ୍ଗୀତ କଳା କ୍ଷେତ୍ରରେ ଥିବା ବ୍ୟକ୍ତି ବିଶେଷଙ୍କ ଲାଗି ଦିନଟି ଭଲ। ଶୁଭ ଖବର ପାଇବେ।

ବିଛା: ପରିଶ୍ରମୀଙ୍କୁ ପରିଶ୍ରମର ସୁଫଳ ମିଳିବ। ଜରୁରୀ ବିଷୟରେ ବରିଷ୍ଠଙ୍କ ସହିତ କଥାବାର୍ତ୍ତା କରିବେ। ସାମାଜିକ କାର୍ୟ୍ୟରେ ମନ ଦେବେ।

ଧନୁ: କାରବାରକୁ ନେଇ ମନରେ ନୂଆ ବିଚାର ଆସିବ। ଅଫିସରେ ସହଜରେ କାର୍ୟ୍ୟ ନିର୍ବାହ କରିବେ। ଦାମ୍ପତ୍ୟ ଜୀବନ ସୁଖଦ ରହିବ।

ମକର: ଆପଣ ସକାରାତ୍ମକ ଅନୁଭବ କରିବେ। ଚାକିରିରେ ବଡ଼ ସଫଳତା ମିଳିବାର ଯୋଗ ରହିଛି। ବୈବାହିକ ଜୀବନରେ ମଧୁରତା ଆସିବ।

କୁମ୍ଭ: ଆପଣଙ୍କ ସହିତ ସବୁକିଛି ଭଲ ହେବ। ଉପାର୍ଜନ ପାଇଁ ନୂଆ ବିଚାର ମିଳିବ। ପ୍ରିୟଜନଙ୍କ ସହିତ ହସଖୁସିରେ ସମୟ କାଟିବେ।

ମୀନ: ଆପଣଙ୍କର ସ୍ବଭାବ ସମସ୍ତଙ୍କୁ ଭଲ ଲାଗିବ। ବ୍ୟବସାୟ ଓ ଚାକିରିରେ ଅଧୁରା କାମ ପୂରା ହୋଇପାରେ। ନିର୍ମାଣ କାର୍ୟ୍ୟ ଲାଗି ଯୋଜନା କରିବେ