Friday, March 29, 2024
କାର୍ଯ୍ୟକାରୀ ହେଲା ଖାଉଟି ସୁରକ୍ଷା ଆଇନ ୨୦୧୯

କାର୍ଯ୍ୟକାରୀ ହେଲା ଖାଉଟି ସୁରକ୍ଷା ଆଇନ ୨୦୧୯

0 shares Share Tweet Pin #କାର୍ଯ୍ୟକାରୀ_ହେଲା_ଖାଉଟି_ସୁରକ୍ଷା_ଆଇନ_୨୦୧୯        ନୂଆଦିଲ୍ଲୀ  :  ଖାଉଟି ସୁରକ୍ଷା ଆଇନ ୨୦୧୯ ଆଜିଠାରୁ ସମଗ୍ର ଦେଶରେ କାର୍ଯ୍ୟକାରୀ ହୋଇଛି । ଏ ସଂପର୍କରେ ଆଜି ସୂଚନା ଦେଇ କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଂଟନ ମନ୍ତ୍ରୀ ଶ୍ରୀ ରାମବିଳାସ ପାଶୱାନ କହିଛନ୍ତି ଯେ ଆଜିଠାରୁ କାର୍ଯ୍ୟକାରୀ ହୋଇଥିବା ଆଇନ ଦ୍ୱାରା ଖାଉଟିମାନେ ସଶକ୍ତ ହେବେ ଏବଂ ସେମାନଙ୍କର ଅଧିକାର ସୁରକ୍ଷିତ ହୋଇପାରିବ । ଏହି ଆଇନରେ ଖାଉଟିଙ୍କ ଅଧିକାର ଓ […]

ବିଳମ୍ବରେ ଓଡିଶା ଛୁଇଁବ ମୌସୁମୀ

ବିଳମ୍ବରେ ଓଡିଶା ଛୁଇଁବ ମୌସୁମୀ

#ବିଳମ୍ବରେ_ଓଡିଶା_ଛୁଇଁବ_ମୌସୁମୀ        ନୂଆଦିଲ୍ଲୀ  : ଚଳିତବର୍ଷ ମୌସୁମୀ ସ୍ୱାଭାବିକ ରହିବ । ଆସନ୍ତା ଜୁନରୁ ସ୍ୱାଭାବିକ ଭାବେ ମୌସୁମୀ ବର୍ଷା ହେବ । ତେବେ ଓଡିଶାକୁ ମୌସୁମୀ ଆସିବାକୁ ବିଳମ୍ବ ହେବ ବୋଲି ଭାରତୀୟ ପାଣିପାଗ ବିଭାଗର ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଜୁନ୍ ୧୩ରେ ମୌସୁମୀ ଓଡ଼ିଶା ଛୁଇଁବା ସମ୍ଭାବନା ରହିଛି । ଚଳିତ ବର୍ଷ ବର୍ଷାର ପରିମାଣ ୯୬%ରୁ ୧୦୪% ମଧ୍ୟରେ ରହିବ ବୋଲି ଶ୍ରୀ ମହାପାତ୍ର ଏକ […]

ମା’ଙ୍କ ନାଁ ସହିତ ଜଡିତ ହୋଇଯାଇଛି ତାଙ୍କର ପ୍ରତ୍ୟକ୍ଷତା – ମା’ ବେଲେଈଶୁଣୀ

ମା’ ବେଲେଈଶୁଣୀ | ମା’ଙ୍କ ନାଁ ସହିତ ଜଡିତ ହୋଇଯାଇଛି ତାଙ୍କର ପ୍ରତ୍ୟକ୍ଷତା | ବିପଦରେ ପଡିଥିବା ଭକ୍ତ ମା’ଙ୍କ ନାମନେଇ ଶୁମରଣା କରିବା ମାତ୍ରେ ସତେ ଯେମିତି ମା’ଙ୍କ ଆବିର୍ଭାବହୋଇଯାଏ ବିପତ୍ତି ସ୍ଥଳରେ | ଆଉ ବିପଦ ଆପଣା ଛାଏଁ ଉଭେଇ ଯାଏ | ମା’ଙ୍କ ପ୍ରସିଦ୍ଧି ତାଙ୍କର ଆସ୍ଥାନ ସ୍ଥଳୀ ଅଝlଡ ଝାଡ଼ ଜଙ୍ଗଲରୁ ଦୂର ଦୂରାନ୍ତକୁ ଖ୍ୟାତ | ନୟାଗଡ ଜିଲ୍ଲା ଖଣ୍ଡପଡା ବ୍ଲକର ଗୋହିରାପଡା ଗ୍ରାମ ନିକଟସ୍ଥ ଗୋଇସିଙ୍ଗ ପାହାଡ଼ ର […]

Recent News