ସରପଞ୍ଚଙ୍କ ଘର ଉପରେ ବୋମାମାଡ଼

ସରପଞ୍ଚଙ୍କ ଘର ଉପରେ ବୋମାମାଡ଼

ଓଡିଶା ଗଞ୍ଜାମ ଜିଲ୍ଲା ରାଜ୍ୟ

#ସରପଞ୍ଚଙ୍କ_ଘର_ଉପରେ_ବୋମାମାଡ଼   ବ୍ରହ୍ମପୁର : ବ୍ରହ୍ମପୁର ସଦର ଥାନା ଅଂଚଳରେ ହୁଗୁଳାପଟା ସରପଞ୍ଚଙ୍କ ଘର ଉପରେ ବୋମାମାଡ଼ ସହ ହତ୍ୟା ଧମକ ଅଭିଯୋଗ । ପୂର୍ବରୁ ଏକ ହତ୍ୟାକାଣ୍ଡରେ ୨୪ବର୍ଷ ଜେଲ୍‌ରେ ରହି ଫେରିଥିବା ଗଙ୍ଗା ଦାସ ଗତକାଲି ସଂଧ୍ୟାରେ ବାଲାଜିପଲ୍ଲୀ ଗାଁରେ ଥିବା ସରପଞ୍ଚ ପ୍ରଦୀପ ମଲଣାଙ୍କ ଘର ଉପରୁକ ୩ଟି ବୋମାମାଡ଼ କରିବା ସହ ହତ୍ୟା କରିବାକୁ ଧମକ ଦେଇଥିବା ଅଭିଯୋଗ ହୋଇଛି । ଗାଁରେ ପୋଲିସ ମୁତୟନ ସହ ଘଟଣାର ତଦନ୍ତ କରୁଛି ପୋଲିସ ।