ମାଛ ନେବା ପାଇଁ ଭୁଲିଗଲେ ସାମାଜିକ ଦୂରତା ଓ ମାସ୍କ

ମାଛ ନେବା ପାଇଁ ଭୁଲିଗଲେ ସାମାଜିକ ଦୂରତା ଓ ମାସ୍କ

ଓଡିଶା କେନ୍ଦ୍ରାପଡା ଜିଲ୍ଲା

#ମାଛ_ନେବା_ପାଇଁ_ଭୁଲିଗଲେ_ସାମାଜିକ_ଦୂରତା_ଓ_ମାସ୍କ            କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ କରୋନା ପାଇଁ ଜିଲ୍ଲାବାସୀଙ୍କୁ ଯେତେ ସଚେତନ କଲେ ମଧ୍ୟ କେତେକ ବ୍ୟବସାୟୀ ଓ ଲୋକେ ଏହାକୁ ଖାତିର କରୁ ନଥିବାର ଦେଖା ଦେଉଛି । ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଗୋପ ଛକରେ । ଦୈନିକ ଏଠାରେ ମାଛ ନେବାପାଇଁ ଅଧିକାଂଶ ଲୋକେ ଅସନ୍ତି ବ୍ୟବସାୟୀ ବ୍ୟବସାୟ ନିଶାରେ ଥିବା ବେଳେ ସାଧାରଣ ଲୋକେ ମାଛ ନେବା ପାଇଁ ଗହଳି କରୁଛନ୍ତି । ଏମାନେ ସାମାଜିକ ଦୂରତାକୁ ଅଦୈା ଖାତିର କରୁ ନଥିବା ବେଳେ ଅଧିକାଂଶ ବ୍ୟକ୍ତି ମାସ୍କ ମଧ୍ୟ ପିନ୍ଧୁ ନାହାନ୍ତି । ଏହାଦ୍ୱାରା କରୋନା ସଂକ୍ରମଣ ହେବାର ଆଶଙ୍କା ରହୁଛି ।