ମର୍ଦ୍ଦକୋଟ ସଂଗରୋଧ କେନ୍ଦ୍ରରେ ଜନ୍ମ ନେଲା ଶିଶୁ ପୁତ୍ର

ମର୍ଦ୍ଦକୋଟ ସଂଗରୋଧ କେନ୍ଦ୍ରରେ ଜନ୍ମ ନେଲା ଶିଶୁ ପୁତ୍ର

ଓଡିଶା ଗଞ୍ଜାମ ଜିଲ୍ଲା

ମର୍ଦ୍ଦକୋଟ ସଂଗରୋଧ କେନ୍ଦ୍ରରେ ଜନ୍ମ ନେଲା ଶିଶୁ ପୁତ୍ର           କୋଦଳା  : ମଙ୍ଗଳବାର ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ମର୍ଦ୍ଦକୋଟ ହରିହର ଉଚ୍ଚ ବିଦ୍ୟାଳୟ ସ୍ଥିତ ସଂଗରୋଧ କେନ୍ଦ୍ର ରେ ସନ୍ତୋଷିନୀ ପ୍ରଧାନ (୨୮) ସ୍ଵାମୀ ଡ୍ରାଇଭର଼ ପ୍ରଧାନ ଗ୍ରାମ ଗୁଡିଆଳି ର  ଉକ୍ତ ମହିଳା  ଏକ ପୁତ୍ର ସନ୍ତାନ  ଜନ୍ମ ଦେଇଛନ୍ତି । ଏଥିରେ ଡାକ୍ତର ସଞ୍ଜୟ କୁମାର ସାହୁ, ସୁରେନ୍ଦ୍ର ପ୍ରଧାନ, ଜୟନ୍ତୀ ମାଳା, ସରପଞ୍ଚ ପ୍ରତିନିଧି ତଥା ସମାଜସେବୀ ଦୀପ୍ତି ପ୍ରକାଶ ନାୟକ, ନୋଡ଼ାଲ ଅଫିସର ଦିଲ୍ଲୀପ କୁମାର ବେହେରା, ଇନ୍ ଚାର୍ଜ ପ୍ରକାଶ ଚନ୍ଦ୍ର ସେଠୀ, ଅନିତା କୁମାରୀ ପ୍ରଧାନ, ଆଶା କର୍ମୀ, ଅଙ୍ଗନୱାଡି କର୍ମୀ ପ୍ରମୂଖ ଉପସ୍ଥିତ ରହିବା ସହ ସହଯୋଗ କରିଥିଲେ ।ପରେ ବେଗୁନିଆପଡ଼ା ଗୋଷ୍ଠୀ ଉନ୍ନୟନ ଅଧିକାରୀ ବେଦବର ପ୍ରଧାନ ଆସିଥିଲେ ।ଡ଼ାକ୍ତର ମାନଙ୍କ କହିବା ମୁତାବକ ଉଭୟ ମା ଏବଂ ପୁଅ ସୁସ୍ଥ ଥିବା ଜଣାପଡ଼ିଛି ।