ବ୍ୟାଙ୍କ ଶାଖା ଓ ଏଟିଏମରେ ପର୍ଯ୍ୟାପ୍ତ ନଗଦ ରଖିବାକୁ ନିର୍ଦ୍ଦେଶ

ବ୍ୟାଙ୍କ ଶାଖା ଓ ଏଟିଏମରେ ପର୍ଯ୍ୟାପ୍ତ ନଗଦ ରଖିବାକୁ ନିର୍ଦ୍ଦେଶ

ଓଡିଶା ବଡ ଖବର ବାଣିଜ୍ୟ

#ବ୍ୟାଙ୍କ_ଶାଖା_ଓ_ଏଟିଏମରେ_ପର୍ଯ୍ୟାପ୍ତ_ନଗଦ_ରଖିବାକୁ_ନିର୍ଦ୍ଦେଶ  ଭୁବନେଶ୍ୱର   : କୋଭିଡ୍-୧୯ ସଂକ୍ରମଣ ପରିପ୍ରେକ୍ଷୀରେ ରାଜ୍ୟର ସମସ୍ତ ବ୍ୟାଙ୍କମାନଙ୍କୁ ପର୍ଯ୍ୟାପ୍ତ ପରିମାଣରେ ଟଙ୍କା ବ୍ୟାଙ୍କ ଶାଖା କାର୍ଯ୍ୟାଳୟ ଓ ଏଟିଏମ୍ଗୁଡ଼ିକରେ ମହଜୁଦ୍ ରଖିବାକୁ ଅର୍ଥ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଏହି ସବୁ ବ୍ୟାଙ୍କ ଶାଖା ଓ ଏଟିଏମରେ ଭବିଷ୍ୟତରେ ଯେପରି ନଗଦ ଟଙ୍କାର ଅଭାବ ପରିଲକ୍ଷିତ ନହୁଏ ତାହାକୁ ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶରେ କୁହାଯାଇଛି ।