ବସୁନ୍ଧରା ହିତାଧିକାରୀ ମାନଙ୍କୁ ସଚେତନ କଲେ ତହସିଲଦାର

ବସୁନ୍ଧରା ହିତାଧିକାରୀ ମାନଙ୍କୁ ସଚେତନ କଲେ ତହସିଲଦାର

ଓଡିଶା ଯାଜପୁର ରାଜ୍ୟ

#ବସୁନ୍ଧରା_ହିତାଧିକାରୀ_ମାନଙ୍କୁ_ସଚେତନ_କଲେ_ତହସିଲଦାର   ଯାଜପୁର : (ବିଶ୍ବଜିତ ରଣା) ଶତାଧିକ ଭୂମିହୀନ ମାନଙ୍କୁ ବସୁନ୍ଧରା ଯୋଜନାରେ ଘରଢ଼ିଅ ଯୋଗାଇବା ନେଇ ଏକ ଶିବିରରେ ହିତାଧିକାରୀ ମାନଙ୍କୁ ସଚେତନ କରାଯାଇଥିଲା । ଯେଉଁ ଭୂମିହୀନ ମାନଙ୍କୁ ଏହି ଶିବିରରେ ଚିହ୍ନଟ କରାଯାଇଥିଲା ସେମାନଙ୍କୁ ଜମିପଟା ଯୋଗାଇ ଦିଆଯିବ ବୋଲି ତହସିଲଦାର ସୁଶାନ୍ତ କୁମାର ପତି ସୂଚନା ଦେଇଥିଲେ ।