ପୋଲିସ ପ୍ରଶାସନ ପକ୍ଷରୁ ଶୁଖିଲା ଖାଦ୍ୟ ଓ ମାସ୍କ ବଣ୍ଟନ

ପୋଲିସ ପ୍ରଶାସନ ପକ୍ଷରୁ ଶୁଖିଲା ଖାଦ୍ୟ ଓ ମାସ୍କ ବଣ୍ଟନ

ଓଡିଶା କେନ୍ଦ୍ରାପଡା ଜିଲ୍ଲା

#ପୋଲିସ_ପ୍ରଶାସନ_ପକ୍ଷରୁ_ଶୁଖିଲା_ଖାଦ୍ୟ_ଓ_ମାସ୍କ ବଣ୍ଟନ          କେନ୍ଦ୍ରାପଡା  : କେନ୍ଦ୍ରାପଡା ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ଶନିବାର ଶୁଖିଲା ଖାଦ୍ୟ ଓ ମାସ୍କ ବଣ୍ଟନ କରାଯାଇଛି । ସହରାଚଂଳରେ ଥିବା ୨ଟି ବସ୍ତିରେ ଏହି କାର୍ଯ୍ୟକ୍ରମ କରାଯାଇଥିଲା । ଜିଲ୍ଲା ଅରକ୍ଷୀ ଅଧିକ୍ଷକ ନୀତି ଶେଖର , ଅତିରିକ୍ତ ଅରକ୍ଷୀ ଅଧିକ୍ଷକ ଗାଗାରିନ ମହାନ୍ତି, ଏଚଡିପିଓ ରାଜୀବ ଲୋଚନ ପଣ୍ଡା, ଟାଉନ ଥାନା ଅଧିକାରୀ ଜ୍ୟୋତି ଶଙ୍କର ସାମନ୍ତରାୟ, ସଦର ଥାନା ଅଧିକାରୀ ପ୍ରମୋଦ ମଲ୍ଲିକ ଓ ଅନ୍ୟ ପୋଲିସ କର୍ମଚାରୀ ମାନେ କାର୍ଯ୍ୟକ୍ରମରେ ସାମିଲ ଥିଲେ।ପୈାରାଂଚଳ ଅନ୍ତର୍ଗତ ନସଡିପୁର, ରେଲୱେ ଲାଇନ ପାଖରେ ରହୁଥିବା ଦଳିତ  ବସ୍ତିରେ ଓ ଇଛାପୁର ରଥଦାଣ୍ଡ କଡରେ ଥିବା ବସ୍ତି ଅଂଚଳରେ ଶୁଖିଲା କାଦ୍ୟ ବଣ୍ଟନ କରାଯାଇ ଥିଲା ।