ପୂର୍ବତନ ବିଧାୟକ ଭରତ ପାଇକଙ୍କ ପରଲୋକ

ପୂର୍ବତନ ବିଧାୟକ ଭରତ ପାଇକଙ୍କ ପରଲୋକ

ଓଡିଶା ବଡ ଖବର

#ପୂର୍ବତନ_ବିଧାୟକ_ଭରତ_ପାଇକଙ୍କ_ପରଲୋକ     ଭୁୁବନେଶ୍ୱର  :   ପୂର୍ବତନ ବିଧାୟକ ଭରତ ପାଇକଙ୍କ ଗଜପତି ଜିଲ୍ଲାରେ ତାଙ୍କ ଘରେ ପରଲୋକ ଘଟିଛି । ମୃତ୍ୟୁବେଳକୁ ତାଙ୍କୁ ୬୧ ବର୍ଷ ବୟସ ହୋଇଥିଲା ।  ସେ ୨୦୦୪ ମସିହାରେ ୧୩ତମ ବିଧାନସଭାକୁ ରାମଗିରି ବିଧାନସଭା ଆସନରୁ ବିଜେପି ଟିକେଟରୁ ବିଜୟୀ ହୋଇଥିଲେ ।