ନିୟମଭଙ୍ଗକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ନିୟମଭଙ୍ଗକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଓଡିଶା ବଡ ଖବର

#ଦୃଢ_କାର୍ଯ୍ୟାନୁଷ୍ଠାନ_ପାଇଁ_ମୁଖ୍ୟମନ୍ତ୍ରୀଙ୍କ_ନିର୍ଦ୍ଦେଶ      ଭୁବନେଶ୍ୱର  :   କରୋନା ମୁକାବିଲା ପାଇଁ ରାଜ୍ୟରେ ତାଲା ବନ୍ଦ ଜାରୀ ରହିଛି । ବହୁ ସଚେତନ ଜନସାଧାରଣ ଏହାକୁ ମାନୁଥିବା ବେଳେ କିଛି ଏହାର ପାଳନ କରୁନାହାନ୍ତି । ରାଜ୍ୟର ୯୦ % କୋଭିଡ୍ -୧୯ ନିର୍ଦ୍ଦେଶ ପାଳୁଛନ୍ତି । ୧୦ % ଏବେ ବି ବୁଝୁ ନାହାନ୍ତି । ସେମାନେ ଅନ୍ୟ ୯୦ %ଙ୍କ ପାଇଁ ବିପଦ ଆଣିପାନ୍ତି । ତେଣୁ ସେହିମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ବୋଲି ସୁବ୍ରତ ବାଗଚୀ କହିଛନ୍ତି ।