ତିନି ମାସର ବାର୍ଦ୍ଧକ୍ୟ ଭତ୍ତା ବଣ୍ଟନ

ତିନି ମାସର ବାର୍ଦ୍ଧକ୍ୟ ଭତ୍ତା ବଣ୍ଟନ

ଓଡିଶା ଜିଲ୍ଲା ରାୟଗଡା
#ତିନି_ମାସର_ବାର୍ଦ୍ଧକ୍ୟ_ଭତ୍ତା_ବଣ୍ଟନ      କାଶୀପୁର ( କୈଳାଶ ବାଗ ) କାଶୀପୁର ବ୍ଲକ ମାଇଁକଞ୍ଚ ପଞ୍ଚାୟତ ରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ରବିବାର ବାର୍ଦ୍ଧକ୍ୟ ଭତ୍ତା ୩ ମାସର ୨୦୦୦ ଟଙ୍କା ଲେଖାଏଁ ଦିଆଯାଇଛି ।