ଗିଳି ପାରୁନି କି ଛାଡି ପାରୁନି

ଗିଳି ପାରୁନି କି ଛାଡି ପାରୁନି

ଓଡିଶା କେନ୍ଦ୍ରାପଡା ଜିଲ୍ଲା ବଡ ଖବର

#ଗିଳି_ପାରୁନି_କି_ଛାଡି_ପାରୁନି           କେନ୍ଦ୍ରାପଡା    :  ଲୋଭର ବଶବର୍ତୀ ହୋଇ ଗୋଟିଏ ଛୋଟ ସାପ ବଡ ବେଙ୍ଗକୁ ଗିଳିବାକୁ ଉଦ୍ୟମ କରି ହଟହଟା ହୋଇଥିବା ଦେଖିବାକୁ
ମିଳିଛି । ପ୍ରାକୃତିକ ଖାଦ୍ୟ ଖାଦକ ସାପ ବେଙ୍ଗଙ୍କ ଟଣା ଓଟରା ଦେଖିବା ପାଇଁ ବହୁ ଲୋକ କୈାତୁହଳରେ ରୁଣ୍ଡ ହୋଇଥିଲେ । ରବିବାର ଗରାପୁର ଡାକବଙ୍ଗଳା ନିକଟରେ ବଡ ବେଙ୍ଗକୁ ଛୋଟ ସାପଟି ଧରି ପକାଇ ଥିବାରୁ ବଡ ବେଙ୍ଗଟି କାମୁଡି ଧରିଥିବା ସାପକୁ ଘୋସାରି ଘୋସାରି ନେଉଥିବା ଓ ଲୋଭର ବଶବର୍ତୀ ହୋଇ ସାପଟି ବେଙ୍ଗକୁ ଗିଳି ନପାରି ଟାଣି ନେଇ ଯାଉଥିବା ସ୍ଥାନୀୟ ଅଞ୍ଚଳରେ କୌତୁହଳ ସୃଷ୍ଟି  କରିଛି ।