କେନ୍ଦ୍ରାପଡା ସହର ରେ ଅଗ୍ନିଶମ ଯାନ ଦ୍ୱାରା ବିଶୋଧକ ଜଳ ସିଂଚନ

କେନ୍ଦ୍ରାପଡା ସହର ରେ ଅଗ୍ନିଶମ ଯାନ ଦ୍ୱାରା ବିଶୋଧକ ଜଳ ସିଂଚନ

ଓଡିଶା କେନ୍ଦ୍ରାପଡା ଜିଲ୍ଲା ବଡ ଖବର

 #ଅଗ୍ନିଶମ_ଯାନ_ଦ୍ୱାରା_ବିଶୋଧକ_ଜଳ_ସିଞ୍ଚନ         କେନ୍ଦ୍ରାପଡା   :    କେନ୍ଦ୍ରାପଡା ପୈାରସଂସ୍ଥା ପକ୍ଷରୁ ସହରକୁ ଜୀବାଣୁ ମୁକ୍ତ କରିବା ପାଇଁ ବିଶୋଧକ ଜଳ ସିଂଚନ ବ୍ୟବସ୍ଥା ଶନିବାର ଅରମ୍ଭ କରାଯାଇଛି । ଅଗ୍ନିଶମ ଯାନ ସାହାଯ୍ୟରେ କ୍ଲୋରିନ, ବ୍ଲିଚିଂଙ୍ଗ ମିଶା ଜଳ ସହର ସାରା ସ୍ପ୍ରେ କରାଯାଉ ଥିବା ଦେଖିବାକୁ ମିଳିଥିଲା । ସହରର ପୁରୁଣା ବସଷ୍ଟାଣ୍ଡ, ବଡହାଟ, ମାଛ ମାର୍କେଟ ଏବଂ ତିନିମୁହାଣୀ ପ୍ରଭୃତି ଜନ ଗହଳି ସ୍ଥାନ ମାନଙ୍କରେ ମୁଖ୍ୟ ରାସ୍ତା ଉପରେ ଏହି ବିଶୋଧକଜଳ ପକାଯାଇ ସହରକୁ ଜୀବାଣୁ ମୁକ୍ତ କରିବା ପାଇଁ ଉଦ୍ୟମ ଆରମ୍ଭ କରାଯାଇଛି ।