କାର୍ଡ ନଥିବା ବ୍ୟକ୍ତିଙ୍କୁ ମୁଣ୍ଡ ପିଛା ମିଳିବ ୫ କେଜି ଚାଉଳ

କାର୍ଡ ନଥିବା ବ୍ୟକ୍ତିଙ୍କୁ ମୁଣ୍ଡ ପିଛା ମିଳିବ ୫ କେଜି ଚାଉଳ

ଓଡିଶା କେନ୍ଦ୍ରାପଡା ଜିଲ୍ଲା

#କାର୍ଡ_ନଥିବା_ବ୍ୟକ୍ତିଙ୍କୁ_ମୁଣ୍ଡ_ପିଛା_ମିଳିବ_୫_କେଜି_ଚାଉଳ        କେନ୍ଦ୍ରାପଡା : କରୋନା ସଂକ୍ରମଣ ଜନିତ ଲକ ଡାଉନରେ ଘର ମଧ୍ୟରେ କଟକଣାରେ ଆବଦ୍ଧ ଥିବା ବ୍ୟକ୍ତି ମାନଙ୍କ ମଧ୍ୟରୁ ଯେଉଁମାନଙ୍କ ରାସନ କାର୍ଡ ନାହିଁ ସେମାନଙ୍କ ପାଇଁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଯୋଗାଣ ବିଭାଗ ପକ୍ଷରୁ ମୁଣ୍ଡପିଛା ୫ କେଜି ଲେଖାଏଁ ଚାଉଳ ପ୍ରଦାନ କରାଯିବ । କାର୍ଡଧାରୀ ମାନଙ୍କ ପାଇଁ ସରକାର ସମସ୍ତ ସୁବିଧା କରୁଥିବା ବେଳେ ଯେଉଁମାନେ କାର୍ଡ ପାଇ ନାହାନ୍ତି ସେମାନଙ୍କ ପାଇଁ କୈାଣସି ସୁବିଧା ନଥିବା ଅଭିଯୋଗ ହେଉଥିଲା । ଏହାକୁ ଆଖି ଅଗରେ ରଖି ରାଜ୍ୟ ସରକାର କାର୍ଡ ପାଇନଥିବା ବ୍ୟକ୍ତି ମାନଙ୍କୁ ମୁଣ୍ଡପିଛା ୫ କେଜି ଚାଉଳ ସପ୍ତାହକ ମଧ୍ୟରେ ପ୍ରଦାନ କରାଯିବ ବୋଲି ଜଣା ପଡିଛି ।