କରୋନା ସହାୟତା ପାଣ୍ଠିକୁ ୧ ଲକ୍ଷ ଦାନ କଲେ ପୂର୍ବତନ ବିଧାୟକ

କରୋନା ସହାୟତା ପାଣ୍ଠିକୁ ୧ ଲକ୍ଷ ଦାନ କଲେ ପୂର୍ବତନ ବିଧାୟକ

ଓଡିଶା କେନ୍ଦ୍ରାପଡା ଜିଲ୍ଲା

#କରୋନା_ସହାୟତା_ପାଣ୍ଠିକୁ_୧_ଲକ୍ଷ_ଦାନ_କଲେ_ପୂର୍ବତନ_ବିଧାୟକ           କେନ୍ଦ୍ରାପଡା    :  କେନ୍ଦ୍ରାପଡାର ପୂର୍ବତନ ବିଧାୟକ କିଶୋର ଚନ୍ଦ୍ର ତରାଇ ମୁଖ୍ୟମନ୍ତ୍ରୀଙ୍କ କରୋନା ସହାୟତା ପାଣ୍ଠିକୁ ୧ ଲକ୍ଷ ଟଙ୍କା ଦାନ ଦେଇଥିବା ଜଣାପଡିଛି । ଶ୍ରୀ ତରାଇ ଶୁକ୍ରବାର ପୂର୍ବାହ୍ନରେ ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ଭେଟି ୧ ଲକ୍ଷ ଟଙ୍କାର ଚେକ ପ୍ରଦାନ କରିଥିଲେ । ଏହି ଚେକ ପ୍ରଦାନ ସମୟରେ ପୂର୍ବତନ ଟାଉନ ସଭାପତି ଶ୍ରୀକାନ୍ତ ପଣ୍ଡା , ଗ÷÷ାତମ ସ୍ୱାଇଁ , ରଞ୍ଜନ ସାହୁ ପ୍ରମୁଖ ବହୁ ବିଜେଡି କର୍ମୀ ଉପସ୍ଥିତ ଥିଲେ ।