କରୋନା ସଚେତନତା ଲାଗି ଏକ ଚିତ୍ରାଙ୍କନ

କରୋନା ସଚେତନତା ଲାଗି ଏକ ଚିତ୍ରାଙ୍କନ

ଓଡିଶା ଗଞ୍ଜାମ ଜିଲ୍ଲା
#କରୋନା_ସଚେତନତା_ଲାଗି_ଚିତ୍ରାଙ୍କନ                ବ୍ରହ୍ମପୁର  : ଗୋପାଳପୁର ଟାଟା ଷ୍ଟିଲ ସିଏସ ଆର ପକ୍ଷରୁ କରୋନା ସଚେତନତା ଲାଗି ଏକ ଚିତ୍ରାଙ୍କନ ପ୍ରତିଯୋଗିତା କରାଯାଇଛି । ଶୀତଳା ପଲ୍ଲୀ, ମାଣ୍ଡିଆ ପଲ୍ଲୀ, ବ୍ରଜ ନଗର, ମନସୁର କୋଟା, ବାସନ ପୁଟୁ, ନରେନ୍ଦ୍ର ପୁର ସୀତାରାମ ପୁର ଗ୍ରାମ ରେ ସଂସ୍ଥା ପକ୍ଷରୁ ନିଶୁଳ୍କ ପ୍ରଥମିକ ଶିକ୍ଷା ବ୍ୟବସ୍ଥା କରାଯାଇଛି। ୬ଟି ଗ୍ରାମ ରୁ ପଚାଷ ଜଣ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିବା ବେଳେ ସେମାନେ ସବୁ ୫ରୁ୭ ଶ୍ରେଣୀ ର ଛାତ୍ରଛାତ୍ରୀ । ଚିତ୍ରର ବିଷୟ ଥିଲା ହାତ ଧୋଇବା, ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ରକ୍ଷା କରିବା।