କରୋନା ଯୋଦ୍ଧା ନିକିରାଇ ଥାନା କର୍ମଚାରୀଙ୍କୁ ସମ୍ବର୍ନ୍ଧନା

କରୋନା ଯୋଦ୍ଧା ନିକିରାଇ ଥାନା କର୍ମଚାରୀଙ୍କୁ ସମ୍ବର୍ନ୍ଧନା

ଓଡିଶା କେନ୍ଦ୍ରାପଡା ଜିଲ୍ଲା ବଡ ଖବର

#କରୋନା_ଯୋଦ୍ଧା_ନିକିରାଇ_ଥାନା_କର୍ମଚାରୀଙ୍କୁ_ସମ୍ବର୍ନ୍ଧନା           କେନ୍ଦ୍ରାପଡା  : କେନ୍ଦ୍ରାପଡା ର ଅଗ୍ରଣୀ ସ୍ୱେଛାସେବୀ ଅନୁଷ୍ଠାନ ପ୍ରୟାସ ତରଫରୁ ନିକିରାଇ ଥାନାର ର ଅଧିକାରୀ ଓ କର୍ମଚାରୀ ମାନଙ୍କୁ କରୋନା ଯୋନ୍ଧା ଭାବେ ସମ୍ବର୍ନ୍ଧିତ କରାଯାଇଛି । ମହାମାରୀ କରୋନା ଭୂତାଣୁ ସଂକ୍ରମଣ କଟକଣା ମଧ୍ୟରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ସମ୍ବର୍ନ୍ଧନା ଦିଆ ଯାଇଥିଲା । ଲକଡାଉନ ସମୟରେ ବିଭିନ୍ନ ଅସହାୟ ବ୍ୟକ୍ତିଙ୍କୁ ସହାୟତାଲ୍ୱୁଲା ପଶୁ ମାନଙ୍କୁ ଖାଦ୍ୟ ବଣ୍ଟନ ଓ ସଚେତନତା କରିଥିବା ବେଳେ ପ୍ରୟାସ ସଂଗଠନ ର କର୍ମକତ।। ମାନେ ରବିବାର ଥାନା ପରିସର ରେ ପହଁଚି ସମସ୍ତଙ୍କୁ ଉତ୍ସାହିତ କରିବା ସହ ସମ୍ବର୍ନ୍ଧନା ଦେଇଥିଲେ । ନିକିରାଇ ଥାନା ଅଧିକାରୀ କାବୁଲି ବାରିକ, ଏସଆଇ ଶ୍ରୀଧର ମହାଳି, ଏଏସଆଇ ପ୍ରକାଶ କୁମାର ନାୟକ, ନିକୁଞ୍ଜ କିଶୋର ପ୍ରଧାନଙ୍କ ସହିତ
ଅନ୍ୟ କର୍ମଚାରୀ ମାନଙ୍କୁ ସମ୍ବର୍ନ୍ଧିତ କରିଥିଲେ । ଏହି ସମ୍ବର୍ନ୍ଧନା ଉତ୍ସବରେ ଅନୁଷ୍ଠାନର ସଭାପତି ଚନ୍ଦନ କୁମାର ସାହୁ ମିର୍ଜା ଅନୟ୍ବାର ବେଗ, ପ୍ରକାଶ କୁମାର ଜେନା , ବସନ୍ତ ସାହୁ, ଅକିଲ ଏହେମଦ, ମୃତ୍ୟୁଞ୍ଜନ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।