କଂଷ୍ଟ୍ରକସନ ୱାର୍କର୍ସ ୟୁନିୟନ ପକ୍ଷରୁ ରିଲିଫ ଫଣ୍ଡକୁ ୧୦ ହଜାର ଦାନ

କଂଷ୍ଟ୍ରକସନ ୱାର୍କର୍ସ ୟୁନିୟନ ପକ୍ଷରୁ ରିଲିଫ ଫଣ୍ଡକୁ ୧୦ ହଜାର ଦାନ

ଓଡିଶା କେନ୍ଦ୍ରାପଡା ଜିଲ୍ଲା

#କଂଷ୍ଟ୍ରକସନ_ୱାର୍କର୍ସ_ୟୁନିୟନ_ପକ୍ଷରୁ_ରିଲିଫ_ଫଣ୍ଡକୁ_ଦାନ                  କେନ୍ଦ୍ରାପଡା  : ଓଡିଶା କଂଷ୍ଟ୍ରକସନ ୱାକର୍ସ ୟୁନିୟନ (ସିଆଇଟିୟୁ) କେନ୍ଦ୍ରାପଡା ଶାକା ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ କରୋନା ରିଲିଫ ଫଣ୍ଡକୁ ୧୦ ହଜାର ଟଙ୍କା ଦାନ କରାଯାଇଛି । ସଂଗଠନର ରାଜ୍ୟ ସଂପାଦକ ଜଗତଜୀବନ ଦାସଙ୍କ ନେତୃତ୍ୟରେ ମାଧବ ଦାସ, ସ୍ୱର୍ଣ୍ଣଲତା ଗାହାଣ, ରାଜେଶ ଖିଲାଡ, ଗୈାତମ ଦାସ, ସୁଦର୍ଶନ ମହାପାତ୍ର ପ୍ରମୁଖ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ସହକାରୀ ଜିଲ୍ଲାପାଳ ଶିବ ମଲ୍ଲିକଙ୍କୁ ଚେକ ହସ୍ତାନ୍ତର କରିଛନ୍ତି ।