ଆଉ ଜଣଙ୍କର ସ୍ୱାବ ପଠାଗଲା ପରୀକ୍ଷା ପାଇଁ

ଆଉ ଜଣଙ୍କର ସ୍ୱାବ ପଠାଗଲା ପରୀକ୍ଷା ପାଇଁ

ଓଡିଶା କେନ୍ଦ୍ରାପଡା ଜିଲ୍ଲା

#ଆଉ_ଜଣଙ୍କର_ସ୍ୱାବ_ପଠାଗଲା_ପରୀକ୍ଷା_ପାଇଁ    କେନ୍ଦ୍ରାପଡା  : କେନ୍ଦ୍ରାପଡା ସହରର ରଣପଡା ଗ୍ରାମର ଅନ୍ୟ ରାଜ୍ୟରୁ ଫେରିଥିବା ଜଣେ ବ୍ୟକ୍ତିଙ୍କର ସ୍ୱାବ ପରୀକ୍ଷା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନମୁନା ପଠା ଯାଇଥିବାର ଜଣା ପଡିଛି । ସଂପୃକ୍ତ ବ୍ୟକ୍ତି ବାହାର ରାଜ୍ୟରେ ରହି କିଛୀଦିନ ପୂର୍ବରୁ ଗାଁ କୁ ଫେରିଥିବା ଜଣା ପଡିଥିଲା । ତେବେ ଥଣ୍ଡା ଲାଗି ରହିବାରୁ ସଂପୃକ୍ତ ବ୍ୟକ୍ତିଙ୍କର ସ୍ୱାବ ଶନିବାର ଭୁବନେଶ୍ୱର ପଠାଇ ଯାଇଥିବାର ସୂଚନା ମିଳିଛି । ଏଠାରେ ସୂଚନା ଯୋଗ୍ୟ କେନ୍ଦ୍ରାପଡା ରୁ ମୋଟ ୬ ଜଣଙ୍କର ସ୍ୱାବ ନମୁନା ପରୀକ୍ଷା ପାଇଁ ପଠା ଯାଇଛି ।