ଆଇ.ସି.ଆଇ.ସି.ଆଇ. ପକ୍ଷରୁ ମାସ୍କ ଓ ସାନିଟାଇଜର ପ୍ରଦାନ

ଆଇ.ସି.ଆଇ.ସି.ଆଇ. ପକ୍ଷରୁ ମାସ୍କ ଓ ସାନିଟାଇଜର ପ୍ରଦାନ

ଓଡିଶା ଜିଲ୍ଲା ଯାଜପୁର

#ଆଇ.ସି.ଆଇ.ସି.ଆଇ._ପକ୍ଷରୁ_ମାସ୍କ_ଓ_ସାନିଟାଇଜର_ପ୍ରଦାନ         ଯାଜପୁର   :  ( ବିଶ୍ବଜିତ ରଣା )    ଆଇ.ସି.ଆଇ.ଆଇ ବ୍ୟାଙ୍କ ଯାଜପୁର ଶାଖା ପକ୍ଷରୁ
କରୋନା ଯୁଦ୍ଧରେ ସହାୟତା ପାଇଁ ୨୫୦୦ ମାସ୍କ ଓ ୫୦୦ ସାଇଟାଇଜର ଜିଲ୍ଲା ପ୍ରଶାସନକୁ ପ୍ରଦାନ କରାଯାଇଛି । ବ୍ୟାଙ୍କର ମ୍ୟାନେଜର ବିଶ୍ୱନାଥ ଗଣ ଏହି ମାସ୍କ ଓ ସାନିଟାଇଜରକୁ ଜିଲ୍ଲାପାଳ ରଂଜନ କୁମାର ଦାସଙ୍କୁ ପ୍ରଦାନ କରିବା ସହ ଆବଶ୍ୟକ ସ୍ଥଳେ ଅଧିକ ସହଯୋଗ ଯୋଗାଇ ଦେବେ ବୋଲି ସୂଚନା ଦେଇଛନ୍ତି ।