ଆଇସିଆଇସିଆଇ ବ୍ୟାଙ୍କ ବାଣ୍ଟିଲା ମାସ୍କ ଓ ସାନିଟାଜେସନ

ଆଇସିଆଇସିଆଇ ବ୍ୟାଙ୍କ ବାଣ୍ଟିଲା ମାସ୍କ ଓ ସାନିଟାଜେସନ

ଓଡିଶା କେନ୍ଦ୍ରାପଡା ଜିଲ୍ଲା

#ଆଇସିଆଇସିଆଇ_ବ୍ୟାଙ୍କ_ବାଣ୍ଟିଲା_ମାସ୍କ_ଓ_ସାନିଟାଜେସନ            କେନ୍ଦ୍ରାପଡା : ଆଇସିଆଇସିଆଇ ବ୍ୟାଙ୍କ କେନ୍ଦ୍ରାପଡା ଶାଖା ପକ୍ଷରୁ ମାସ୍କ ଓ ସାନିଟାଜେସନ ବଣ୍ଟନ କରାଯାଇଛି । ଜିଲ୍ଲାର ଗରଦପୁର, ମାର୍ଶାଘାଇ ଓ କେନ୍ଦ୍ରାପଡା ଟାଉନ ପ୍ରଭୃତି ଅଂଚଳରେ ବ୍ୟାଙ୍କ ପକ୍ଷରୁ ତରଳ ସାନିଟାଇଜର ଓ ମାସ୍କ ବଣ୍ଟନ କରାଯାଇଥିଲା । ବ୍ୟାଙ୍କର ଶାଖା ପରିଚାଳକ ଅରବିନ୍ଦ ସାହୁ ଏବଂ ବ୍ୟାଙ୍କ ଜନ ସଂପର୍କ ଅଧିକାରୀ ତୃପ୍ତୀ ରଞ୍ଜନ ବାରିକ ଙ୍କ ନେତୃତ୍ୱରେ ଅନ୍ୟ କର୍ମଚାରୀ ମାନେ ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ଭେଟି ବହୁ ପରିମାଣର ମାସ୍କ ଓ ସାନିଟାଇଜର ପ୍ରଦାନ କରିଥିବା ଜଣା ପଡିଛି ।