ଅସହାୟ ପରିବାରକୁ ଯୁବ ସ୍ୱାଭିମାନ ପକ୍ଷରୁ ସହାୟତା

ଅସହାୟ ପରିବାରକୁ ଯୁବ ସ୍ୱାଭିମାନ ପକ୍ଷରୁ ସହାୟତା

ଓଡିଶା କେନ୍ଦ୍ରାପଡା ଜିଲ୍ଲା

#ଅସହାୟ_ପରିବାରକୁ_ଯୁବ_ସ୍ୱାଭିମାନ_ପକ୍ଷରୁ_ସହାୟତା      କେନ୍ଦ୍ରାପଡା   :  ଜିଲ୍ଲାର ଅଗ୍ରଣୀ ସ୍ୱତ୍ସାସେବୀ ଅନୁଷ୍ଠାନ ଯୁବ ସ୍ୱାଭିମାନ ପକ୍ଷରୁ ବଗଡା ପଂଚାୟତରେ ଅସହାୟ ପରିବାରଙ୍କୁ ଖାଦ୍ୟ ସାମଗ୍ରୀ ପ୍ରଦାନ କରାଯାଇଛି । ଶୁକ୍ରବାର ଏହି ଅନୁଷ୍ଠାନ ପକ୍ଷରୁ ପଂଚାୟତରେ ଥିବା ଅସହାୟ ପରିବାର ମାନଙ୍କୁ ରାସନ ସାମଗ୍ରୀ,
ସାବୁନ, ପ୍ରଭୃତି ୧୦ ଦିନର ଖାଦ୍ୟ ସାମଗ୍ରୀ ପ୍ୟାକେଟ ପଂଚାୟତରେ ଥିବା ଅସହାୟ ପରିବାରଙ୍କୁ ପ୍ରଦାନ କରାଯାଇଛି । ଏହି ପ୍ରଦାନ ସମୟରେ ସିପୁନ ଜେନା , ଟୁଲୁ ସାହାଣୀ, ଟିଙ୍କୁ ବେହେରା, ବାପୁନି ବେହେରା, ମିଲନ ମଲ୍ଲିକ ପ୍ରଭୃତି ଉପସ୍ଥିତ ଥିଲେ ।