ଲେଫ୍ଟନାଣ୍ଟ ଜେନେରାଲ୍ ସି.ପି. ମହାନ୍ତି ସଦର୍ଣ୍ଣ ଆର୍ମି କମାଣ୍ଡର

ଦେଶ -ବିଦେଶ ବଡ ଖବର

ଭୁବନେଶ୍ୱର : ଓଡ଼ିଆ ସେନାଧିକାରୀଙ୍କୁ ମିଳିଲା ବଡ଼ ପଦବୀ । ଲେଫ୍ଟନାଣ୍ଟ ଜେନେରାଲ୍ ସି.ପି. ମହାନ୍ତି ସଦର୍ଣ୍ଣ ଆର୍ମି କମାଣ୍ଡର ଭାବେ ନିଯୁକ୍ତ ହୋଇଛନ୍ତି । ଲେଫ୍ଟନାଣ୍ଟ ଜେନେରାଲ୍ ଏସ୍.କେ ସାଇନିଙ୍କଠାରୁ ସେ ଦାୟିତ୍ୱ ଗ୍ରହଣ କରିବେ ।

କାର୍ଗିଲ ଯୁଦ୍ଧରେ  ଚୌଧୁରୀଙ୍କ ବାଟାଲିଅନ ପଏଣ୍ଟ ୪୮୭୫ ସହ ୪ଟି ଆକ୍ରମଣରେ ସଫଳତା ପାଇଥିଲା । ଏଥିଲାଗି ତାଙ୍କୁ ପରମ ବୀର ଚକ୍ରରେ ସମ୍ମାନିତ କରାଯାଇଛି ।  କାର୍ଗିଲ ଯୁଦ୍ଧକୁ ନେଇ ନିର୍ମିତ ହିନ୍ଦୀ ଫିଲ୍ମ ଏଲ୍ଓସି କାର୍ଗିଲରେ ଚୋଧୁରୀଙ୍କ ଭୂମିକାରେ ସଞ୍ଜୟ ଦତ୍ତ ଅଭିନୟ କରିଛନ୍ତି ।